ଦାଶରଥି ସଂଗ୍ରାଳୟ ମଧ୍ୟରେ ପ୍ରଥମ ଉପଗ୍ରହର ସ୍ପୁଟିକ ର ସ୍ମାରକୀ


ଦାଶରଥି ସଂଗ୍ରାଳୟ ମଧ୍ୟରେ ପ୍ରଥମ ଉପଗ୍ରହର ସ୍ପୁଟିକ ର ସ୍ମାରକୀ 
 ନୟାଗଡ଼ ଜିଲ୍ଲା -ଓଡ଼ିଶା ପାଠାଗାର ସଂଗ୍ରହାଳୟ ଆନ୍ଦୋଳନର ସ୍ରଷ୍ଟା ପ୍ରଖ୍ୟାତ ସଂଗ୍ରାହକ ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ଦ୍ୱାରା ପ୍ରତିଷ୍ଠିତ ସୁପ୍ରସିଦ୍ଧ ପାଠାଗାର ସଂଗ୍ରହାଳୟ ମଧ୍ୟରେ ରୁଷିଆର ର ପୃଥିବୀର ସର୍ବ ପ୍ରଥମ ଅନ୍ତରୀକ୍ଷକୁ ପ୍ରେରଣ ହୋଇଥିବା ଉପଗ୍ରହର ସ୍ପଟନିକ ର ସ୍ମାରକୀ କୁ ୧୯୭୦ ମସିହାରେ ଓଡ଼ିଶାର ବିଶିଷ୍ଟ ବାମପନ୍ଥୀ କବି ଅନନ୍ତ ପଟ୍ଟନାୟକ ରୁଷିଆ ଗ୍ରସ୍ତ ରେ ଯାଇଥିବା ସମୟରେ ସାଥିରେ ଆଣିଥିଲେ (ସ୍ପଟନିକ)ର ସ୍ମାରକୀ ଟି ଏହା ଏବେ ସଂଗୃହିତ ହୋଇ ଦାସିଆ ଅଜାଙ୍କ ସଂଗ୍ରାଳୟ ରେ ପ୍ରଦର୍ଶିତ କରାଯାଇଛି .

ଏହା ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମନକୁ ବେଶ ଆକର୍ଷିତ କରୁଛି .

Post a Comment

0 Comments