ଦାସିଆ ଅଜାଙ୍କ ସ୍ମୃତି ଉଦେଶ୍ୟରେ 'ପଦ୍ମ ପୋଖରୀ '
ନୟାଗଡ଼ ଜିଲ୍ଲା ପ୍ରବାଦ ପୁରୁଷ ଦାଶରଥି ପଟନାୟକଙ୍କ ସ୍ମୃତି ଉଦେଶ୍ୟରେ ପୁସ୍ତକ 'ପଦ୍ମ ପୋଖରୀ 'ଉନ୍ମୋଚିତ ହୋଇ ଯାଇଛି ବ୍ରହ୍ମହପୁତ୍ର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡ଼. ରେବତୀ ଚରଣ ଦାସଙ୍କ ସହଧର୍ମିଣୀ ବିଶିଷ୍ଟ ଲେଖିକା ତଥା ସାହିତ୍ୟିକ୍ୟ ମାନସୀ ଦାସଙ୍କ ସଦ୍ୟ ଲିଖିତ ପୁସ୍ତକ 'ପଦ୍ମ ପୋଖରୀ 'କୁ ଦାସିଆ ଅଜାଙ୍କ ଅମ୍ଲାନ ସ୍ମୃତି ଉଦେଶ୍ୟରେ ଉଚ୍ହାର୍ଗ କରିଛନ୍ତି .
ଏହା ସାହିତି କ ମାନଙ୍କ ପାଇଁ ଖୁବ ଆନନ୍ଦର ବିଷୟ . ପ୍ରବାଦ ପୁରୁଷ ଦାଶରଥି ପଟନାୟକ ଙ୍କପ୍ରତି ଶ୍ରଦ୍ଧାଞ୍ଜଳି ନିବେଦନ .
0 Comments