ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ

 


ଦାରିଙ୍ଗବାଡି କନ୍ୟାଶ୍ରମ ଠାରେ ଆଜି  ବାଲ୍ୟ ବିବାହ ପ୍ରତିରୋଧ କମିଟି ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ଥିଲା ଏଥିରେ ବିଭିନ୍ନ ଅନୁଷ୍ଠାନ ର ‌ କର୍ମ କର୍ତ୍ତା ଯୋଗ ଦେଇ ବାଲ୍ୟ ବିବାହ କୁ‌ ରୋକିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ଉଦବୋଧନ ଦେଇଥିଲେ

Post a Comment

0 Comments