ଭିନ୍ନକ୍ଷମ ସୁଧୀର ଭତା ଓ ଟ୍ରାଏ ସାଇକେଲ ପାଇଁ ଆକୁଳ ନିବେଦନ ।

 


ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ମାଇଛେଳି ପଚାୟତ ର ଗୋହିରୀ ବାଦୁ ଗାଁ ର ସୁଧୀର ସାହୁ ବୟଷ (୬୨) ଚାରିବର୍ଷ ପୂର୍ବେ ଦୁର୍ଘଟଣା ଘଟି ଗୋଟାଏ ଗୋଡ଼ ନଷ୍ଟ ହୋଇଯାଉଥିଲା ଧାର କରଜ କରି ନିଜର ସମ୍ପନ୍ତୀ ସରିଯାଇଥିବା ବେଳେ ଅସହାୟ ଅବସ୍ଥାରେ ସରକାର ଙ୍କ ଦ୍ଵାରା (୫) କିଲୋ ଚାଉଳରେ ବିତୁଛି ଜୀବନ ସରକାର ଙ୍କୁ ଆକୁଳ ନିବେଦନ କରିଛନ୍ତି ଭତା ଓ ଟ୍ରାଏ ସାଇକେଲ ପାଇଁ ନିବେଦନ କରିଛନ୍ତି । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ରୁ ନିରଜନ ସାହୁ।

Post a Comment

0 Comments