ଆଜି ଘୂଉଦୟଗିରି ବ୍ଳକ ଠାରେ ହିନ୍ଦୁ ସୁରକ୍ଷା ମଞ୍ଚ ର ନୂତନ କର୍ମ କର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଉକ୍ତ ବୈଠକରେ ଜିଲ୍ଲା ସଂଯୋଜକ ମାନଗୋବିନ୍ଦ ପ୍ରଧାନ ସାଧାରଣ ସମ୍ପାଦକ ଭେଙ୍କଟ ସୂର ବେହେରା ନାରୀ ନେତ୍ରୀ ସତ୍ୟଭାମା ପ୍ରଧାନ ବିଶିଷ୍ଟ ସମାଜସେବୀ ତଥା ଦୂଢ ସଂଗଠକ ତଥା ଜଣେ ଆଗଧାଡିର ନାରୀ ନେତ୍ରୀ ସୁସ୍ମିତା ଜେନା ଓ ମାୟା ବନ୍ଧୁ ପ୍ରଧାନ , ଅରବିନ୍ଦ ପ୍ରଧାନ ଯୋଗ ଦେଇଥିଲେ
ନୁତନ ଭାବେ ଯଥା କ୍ରମେ ସଭାପତି ଭାବେ ଶୀ ଅବନେଶୂର ପ୍ରଧାନ, ଉପ ସଭାପତି ଭାବେ ସୁଧିର କୁମାର ପ୍ରଧାନ ଓ ସମ୍ପାଦକ ଭାବେ ପ୍ରଶାନ୍ତ ବଗର୍ତ୍ତି ଭାବେ ଚୟନ କରାଯାଇଥିଲାଏଥିରେ ଶତାଧିକ ଲୋକ ଅଂଶଗ୍ରହଣ କରିଥିଲେ.ଉକ୍ତ କାର୍ଯ୍ୟକ୍ରମରେ ହିନ୍ଦୁ ସଭ୍ୟତା କୁ ସୁରକ୍ଷା ଦେବା ଓ ହିନ୍ଦୁ ସଂସ୍କୃତି ର ଓ ହିନ୍ଦୂତୂ କୁ ଜାଗ୍ରତ କରିବା ମୃଳ ଲକ୍ଷ୍ୟ ବୋଲି ଉଦବୋଧନ ରେ ଆଲୋଚନା କରାଯାଇଛି ଶେଷରେ ସୁସ୍ମିତା ଜେନା ଧନ୍ୟବାଦ ପଦାନ କରି ସଭା କୁ ଵିରାମ ଦେଇଥିଲେ ହିନ୍ଦୁ
0 Comments