ନୟାଗଡ଼ ଜିଲ୍ଲା ଆୱାଜ ମିଡ଼ିଆର ସାମ୍ବାଦିକ କିଶୋର ଚନ୍ଦ୍ର ମହାପାତ୍ର ଆଉନାହାନ୍ତି. କିମ୍ସ ହସ୍ପିଟାଲ ରେ ଚିକିତ୍ସା ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି.ଅମର ଆତ୍ମାର ସଦଗତି ପାଇଁ ଭଗବାନ ଙ୍କ ପାଖରେ କୋଟି କୋଟି ପ୍ରଣାମ.
Copyright © 2022 Pratikhya All Rights Reserved Web Developer Mahesh Technology Designed By Mahesh Naik
0 Comments