ରାଇକିଆ _ ରାମୁଣ୍ଡା ମହାବନ୍ଧ ନିକଟ ବୁଲାଣି ରାସ୍ତା ରେ ବାଇକି ଦୁର୍ଘଟଣା

  




ରାଇକିଆ _ ରାମୁଣ୍ଡା ମହାବନ୍ଧ ନିକଟ ବୁଲାଣି ରାସ୍ତା ରେ ବାଇକି ଦୁର୍ଘଟଣା ଘଟିଛି, ଏଥିରେ ଜଣେ ବ୍ୟକ୍ତି ଙ୍କ ମୃତ ଘଟିଛି , ଘଟଣା ସ୍ଥଳକୁରାଇକିଆ ପୋଲିସ ପହଞ୍ଚି। ମୃତ ବ୍ୟକ୍ତି କୁ ରାଇକିଆ ମେଡିକାଲ୍ କୁ ଆଣିଛି , । ରାଇକିଆ ମେଡିକାଲ୍ ରେ ଡକ୍ଟର  ମୃତ ଘୋଷଣା କରିଥିବାରକହିଥିବାବେଳେ।ରାଇକିଆ IIC  ରମାକାନ୍ତ ପାତ୍ରମଧ୍ୟ ସୂଚନା ଦେଇଛନ୍ତି। ମୃତକ ଜଣକ ହେଲେ ଦାରିଂବାଡ଼ି ଥାନା ଧୁସୁରି ଗ୍ରାମର ଦଣ୍ଡପାଣି ମାଝୀ। ବୋଲି ସୂଚନା ମିଳିଛି। ରାଇକିଆ ରୁ ଜଗଦୀଶ ଦାଶ

Post a Comment

0 Comments