ଆଜି କନ୍ଧମାଳ ଜିଲ୍ଲା ର ବେଲଘର ନିକଟସ୍ଥ ମୁଣ୍ଡି ଗଡ ର ସେବା ଭାରତୀ ଅନୁଷ୍ଠାନରେ ଫୁଲବାଣୀ ଆକ୍ସନ ଗୂପ ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ଅନେକ ଅନୁଷ୍ଠାନର ମୁଖ୍ୟ କର୍ମ କର୍ତ୍ତା ମାନେ ଯୋଗଦେଇଥଲେ
ସମାଜର ନିଷ୍ପେସିତ ନିର୍ଯାତୀତ ଲୋକମାନଙ୍କୁ ସହଯୋଗ ର ହାତ ବଢେ଼ଇବା ସହିତ ସରକାରଙ୍କ ସମସ୍ତ ଲୋକାଭିମୁଖୀ କାର୍ଯ୍ୟ କ୍ରମ ଗୁଡିକ ର ସଫଳ ରୂପାୟନ ହୋଇପାରିବ ଓ ଲୋକମାନେ କିପରି ଏହାର ସୁବିଧା ସୂଯୋଗ ପାଇଁ ପାରିବେ ଏବଂ ଅନ୍ୟାନ୍ୟ କାର୍ଯ୍ୟ କ୍ରମ ଗୁଡିକ ଉପରେ ଆଲୋକପାତ କରିଥିଲେ ଓ ସଚେତନତା କରିବା ଉପରେ ଗୁରୁତ୍ଵ ଦେଇଥିଲେ
ସଭାରେ ଅନୁଷ୍ଠାନ ର ଚେୟାରମେନ ଓ କନ୍ଭଭେନର ଏ ସବୁ ଉପରେ ବିଶେଷ ଭାବେ ଆଲୋଚନା କରିଥିଲେ
ଅନ୍ୟାନ୍ୟ ଅନୁଷ୍ଠାନ ର ସମ୍ପାଦକ ଓ କର୍ମ କର୍ତ୍ତା ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ ଶେଷରେ କନ୍ଭଭେନର ଧନ୍ୟବାଦ ପ୍ରଦାନ କରି ଥିଲେ
0 Comments