ମନରେଗା ର ସାମାଜିକ ସମୀକ୍ଷା ଗ୍ରାମସଭା ଟିକାବାଲିଗ୍ରାମପଂଚାୟତ

 


କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଟିକାବାଲି ଗ୍ରାମପଂଚାୟତ ଟିକାବାଲି ଠାରେ ଆଜି ସାମାଜିକ ସମୀକ୍ଷା ଗ୍ରାମସଭା ସମୀକ୍ଷା କରିଥିଲେ ଏହି ବୈଠକ ସ୍ଥାନୀୟ ସରପଞ୍ଚ ଶ୍ରୀ କୁନ୍ଦୁରୁ ମଲିକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅଥିତି ଭାବରେ ବ୍ଲକ ଅଧକ୍ଷ ଶ୍ରୀ ଦିଲୀପ କୁମାର କହ୍ନର ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି ଏବଂ ବ୍ଲକ କର୍ମଚାରୀ କନିଷ୍ଠ ଯନ୍ତ୍ରୀ ଶ୍ରୀ ବେହେରା, ଏବଂ ଗ୍ରାମପଂଚାୟତ PEO ଉପସ୍ଥିତ ରହି ବୈଠକ ପରିଚାଳନା କରିଥିବା ଦେଖିବାକୁ ମିଳିଥିଲା ଏଥିରେ ସମସ୍ତ ୱର୍ଡ ମେମ୍ବଏର ଓ ଗ୍ରାମ୍ୟ ର ସମସ୍ତ ଭଦ୍ରବ୍ୟକ୍ତି ଓ ମା ମାଉସୀ, ଯୁବକ, ଯୁବତୀ ମନେ ଉପସ୍ଥିତ ରହିଥିଲେ ମନରେଗା ରେ ସମସ୍ତେ ଯେମିତି ହିତାଧିକାରୀ ମନେ କାମପାଇ ପାରିବେ ଓ ଠିକ ସମୟରେ ପଇସା ପାଇବେ ସେଥିପ୍ରତି ଦୃଷ୍ଟି ଦେବାକୁ ଗାଁ ସାଥି ମାନଙ୍କୁ ଅବଗତ କରାଯାଇଥିଲା,

ମନରେଗା ର କର୍ଡିନେଟର ସହ କର୍ମକର୍ତା ମନେ ଉପସ୍ଥିତ ରହି କାର୍ଯ୍ୟକୁଯେମିତି ଠିକ ରୂପରେ କାର୍ଯ୍ୟ କଲେ ଅମେବି ଖୁସି ହେବୁ ବୋଲି ମନରେଗା ର କର୍ମ କର୍ତା ମନେ କହିଥିବା ଦେଖିବାକୁ ମିଳିଥିଲା ,ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାସଙ୍ଗ କରାଯାଇ ଥିଲା। ରାଇକିଆ ରୁ ଜଗଦୀଶ ଦାଶ

Post a Comment

0 Comments