ଫୁଲବାଣୀ ର ତୁମୁଡ଼ିବନ୍ଧ ବ୍ଳକ ର ଯୁବବିକାଶ ତାଲିମ୍ କେନ୍ଦ୍ର ଠାରେ ଓ ସି,ଆଇ ତରଫରୁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ଏଥିରେ ମୂଖ୍ୟ ଅତିଥି ଭାବେ ଏସ଼ ଏମନୂୟେଲ ନିର୍ଦ୍ଦେଶକ ଭି ରା ଓ ଆନ୍ଧ୍ର ଅନ୍ୟ ତମ ଅତିଥି ବ୍ଳାସୀଏସ଼ ଏକ୍କା ନିର୍ଦେଶକ ଓ ସି ଆଇ ଯୋଗ ଦେଇଥିଲେ ଏହି ଅନୁଷ୍ଠାନ ର ପ୍ରତିଷ୍ଠା ତା ପ୍ରଫେସର ଏସ଼ ଏ ଊଣିଡି ଙ୍କୁ ସମ୍ମାନ ଜଣାଇ କାର୍ଯ୍ୟକ୍ରମ କୁ ଅନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ ଦୀର୍ଘ ପଚାସ ବର୍ଷ ର ଗୈାରବ ମୟ କାହାଣୀ ର ଆଲୋକପାତ କରିଥିଲେ ବକ୍ତା ମାନେ ଏହି ସଂଗଠନର ସୃଷ୍ଟି ଓ ସଂଘର୍ଷ ର କାହାଣୀ ଗାନ କରିଥିଲେ ଶ୍ରୀମତୀ ଅମିତା, ଅନ୍ୟତମ ଅତିଥି ଏକ୍କା ଓସିଆ ଇ ତୁମୁଡ଼ିବନ୍ଧ ଗ୍ରାମ ପୂନ଼ଗଠନ ପୁନଃ ନିର୍ମାଣ ସଂସ୍ଥାର ପଚାସ ବର୍ଷ ର ସଫଳ କାହାଣି ଓ ଉତ୍ଥାନ ପତନ ଉପରେ ଓ ସମସ୍ୟା ଉପରେ ଆଲୋକପାତ କରିଥିଲେ ଏହି ସଂସ୍ଥା ର 25 ବର୍ଷ ର ସାମାଜିକ ସେବା ରେ ନିଜର ପାରଦର୍ଶିତା ପ୍ରତି ପାଦର କରିଥିବା ପିତାମ୍ବର ସେଠୀ ଓ ପାର୍ବତୀ ମହାରଣା ଅଶୋକ ସେଠୀ ଙ୍କୁ ତଥା 15 ବର୍ଷ ର କାର୍ଯ୍ୟ ର ସମୀକ୍ଷା ର ଉତ୍ତମ ଫଳ ସୁରୁପ ଅମିତ୍ ବେହେରା ଋତାଞଳି ପଣ୍ଡା ଙ୍କୁ ସମ୍ମାନିତ କରାଯାଇଥିଲା ଉକ୍ତ ସଭାରେ ପୀଟର ବସ୍କୋ ପେର୍ମାନଦ ବଳିୟାର ସିଂହ ବିପିଏମ୍ ଓଏଲେମ୍ ତୁମୁଡ଼ିବନ୍ଧ ଓ ରବିନ୍ଦ୍ର ପାତ୍ର ଓସିଆ ଈ ଯୋଗ ଦେଇଥିଲେ. ଅଶୋକ କୁମାର ପ୍ରଧାନ ଫୁଲବାଣୀ
0 Comments