ବ୍ରିଟେନର ପ୍ରଧାନମନ୍ତ୍ରୀ ହେଲେ ଲିଜ୍ ଟ୍ରସ
ଲିଜ୍ ଟ୍ରସ୍ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରର ଭାବେ ନିର୍ବାଚିତ ହେଲେ ଲିଜ୍ ଟ୍ରସ୍ । ଭାରତୀୟ ବଂଶୋଦ୍ଭବ ଋିଷି ସୁନକଙ୍କୁ ପଛରେ ପକାଇ ଜିତିଲେ ଲିଜ୍ ଟ୍ରସ୍ ।ଋିଷି ସୁନକଙ୍କଙ୍କୁ ମୋଟ୍ ୬୦,୩୯୯ ଭୋଟ୍ ମିଳିଥିବା ବେଳେ । ଲିଜ୍ ଟ୍ରସଙ୍କୁ ୮୧,୩୨୬ ଭୋଟ୍ ମିଳିଥିଲା । ବୋରିସ୍ ଜନସନଙ୍କ ଉତ୍ତରାଧିକାରୀ ହେବେ ଲିଜ୍ ଟ୍ରସ୍ । ଭାରତୀୟ ବଂଶୋଦ୍ଭବ ରିଷି ସୁନକଙ୍କୁ ପଛରେ ପକାଇ ଲିଜ୍ ଟ୍ରସ୍ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି। ଗତ ୨ ମାସ ଧରି ଚାଲିଥିବା ତୀବ୍ର ପ୍ରତିଦ୍ବନ୍ଦିତା ପରେ ଟ୍ରସ୍ ଋଷି ସୁନକଙ୍କୁ ପଛରେ ପକାଇ କଂଜରଭେଟିଭ ଦଳର ନେତା ନିର୍ବାଚିତ ହୋଇଛନ୍ତି ।
0 Comments