😘

 ନୟାଗଡ଼ ଜିଲ୍ଲା ଡିଜିଟାଲ ମିଡିଆ ସାମ୍ବାଦିକ ସଂଘ ସମ୍ପାଦକ ତଥା AWAZ Media ସାମ୍ବାଦିକ କିଶୋର ଚନ୍ଦ୍ର ମହାପାତ୍ର ଗୁରୁତର


ଭାବେ ବ୍ରେନ ଷ୍ଟ୍ରୋକ ହେବା କାରଣରୁ ଭୁବନେଶ୍ୱର ସ୍ଥିତ କିମ୍ସ ମେଡ଼ିକାଲର ICUରେ ଚିକିତ୍ସିତ ହେଉଛନ୍ତି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କିଶୋର ଜଣେ ମଧ୍ୟବିତ୍ତ ପରିବାରର ହୋଇଥିବାରୁ ତାଙ୍କ ପକ୍ଷେ ଏତେ ଟଙ୍କା ଯୋଗାଡ଼ କରିବା ସମ୍ବବପର ହେଉନାହିଁ। ତେଣୁ ଆମ ସାମ୍ବାଦିକ ଭାଇଙ୍କ ଆରୋଗ୍ୟ ନିମନ୍ତେ ଆପଣମାନେ ଯଥା ସମ୍ଭବ ସାହାଯ୍ୟ ସହଯୋଗର ହାତ ବଢ଼ାଇବା ପାଇଁ ଅନୁରୋଧ କରାଯାଉଛି।

Post a Comment

0 Comments