୧.ପ୍ରସ୍ତାବନା –
- ଆଜି ଚରିତ୍ର ଦର୍ଶନ କରିବାକୁ ଯାଉଛେ – ଚରିତ୍ର ସଂବନ୍ଧରେ ଜାଣିବା ଦ୍ୱାରା ଆମକୁ ପ୍ରେରଣା ମିଳିଥାଏ । ମୁଁ
ବି ଏପରି କରିାରିବି, ହୋଇାରିବି ଏପରି ଆଶାବାଦ ଜୀବନରେ ସୁଗନ୍ଧିତ ହୋଇଥାଏ ।
- କିଛି ଚରିତ୍ର ଏପରି ହୋଇଥାନ୍ତି ଯାହାଙ୍କୁ ପଢିବା ପାଇଁ କୌଣସି କାରଣର ଆବଶ୍ୟକତା ନାହିଁ । ଭାରତ ଭୂମିର ଋଷି
,ମୁନି,ସନ୍ତ ମହାୁରୁଷଙ୍କର ଚରିତ୍ର ପଠନ କରିଥାଉ ତ ରୋମାଚିଂତ ହୋଇଉଠିଥାଉ । ଏମାନଙ୍କୁ ପଢିବାରେ ଏପରି ହିଁ
ଲାଗିଥାଏ ଯେ ମୁଁ ମଧ୍ୟ ତାଙ୍କ ପରି ହୁଏ । ଏପରି କରିବା ବଚିଂବାର ପ୍ରଯତ୍ନ ମଧ୍ୟରେ ଜୀବନରେ ରହିଥିବା ଅଭାବ ,ଦୋଷ
ଧିରେ ଧିରେ ହଟିବାକୁ ଲାଗିଥାଏ । ଏପରି ଚରିତ୍ର ଆମର ହୃଦୟରେ ଏବଂ ମନରେ ବ୍ୟାପିଯାଇଥାନ୍ତି (ଦିଲୋ ଦିମାଗ
ପର ଛା ଜାତା ହୈ )
- ଆଉ ଟିକିଏ ବିଚାର କରିବା ତ ଲାଗିଥାଏ ଯେ କିଛି ଚରିତ୍ରଙ୍କର କେବଳ ଅଧ୍ୟୟନ ମଧ୍ୟ ଆନନ୍ଦ ଦେଇଥାଏ
ା ଯୁବା କେନ୍ଦ୍ରରେ ଆମେ ଏପରି କିଛି ଚରିତ୍ରମାନଙ୍କ ସଂବନ୍ଧରେ ଜାଣିଛେ । ଆଜି ଏପରି ହିଁ ଏକ ଚରିତ୍ରର ଅଧ୍ୟୟନ
ଆମେ କରିବାକୁ ଯାଉଛେ । ବିଶ୍ୱକୁ ଆମର ଏପରି ଭବ୍ୟ ଭାରତୀୟ ସଂସ୍କୃତିର ସୁସ୍ପଷ୍ଟ ଦର୍ଶନ କରାଇଥିବା ଆଦର୍ଶ
ସନ୍ୟାସୀ, ତେଜପୁଂଜ,କରୁଣା ୁଂଜ ଏବଂ ଯୁବା ପିଢିର ୍େରରଣା ମୂର୍ତି ଅର୍ଥାତ୍ ସ୍ୱାମୀ ବିବେକାନନ୍ଦ ।
୨. ବଚପନ ସେହି ଧ୍ୟାନ ମେଁ ମଗ୍ନ -
- ସ୍ୱାମି ବିବେକାନନ୍ଦଙ୍କର ଜନ୍ମ ୧୨ ଜାନୁଆରୀ ୧୮୬୩ରେ କଲିକତା ସହରର ସିମଲା ନାମକ ଗ୍ରାମରେ
ସୁପ୍ରସିଦ୍ଧ ଦତ ପରିବାରରେ ହୋଇଥିଲା । ତାଙ୍କର ପିତାଙ୍କ ନାମ ବିଶ୍ୱନାଥ ଦତ ଏବଂ ମାତାଙ୍କ ନାମ ଭୁବନେଶ୍ୱରୀ ଥିଲା ।
ମାତା ଭୁବନେଶ୍ୱରୀ ଶିବ ଭକ୍ତ ଥିଲେ ।
- ବିବେକାନନ୍ଦନଙ୍କର ବାଲ୍ୟକାଳର ନାମ ନରେନ୍ଦ୍ରନାଥ ଥିଲା ।
- ବାଳକ ନରେନ୍ଦ୍ର ବହୁତ ହିଁ ଦୁଷ୍ଟ ଏବଂ ଧିର ଥିଲେ ।
- ସାମାନ୍ୟତଃ ପିଲାମାନେ ବାଲ୍ୟକାଳରେ ବାଳ ସୁଲଭ ଖେଳ ଖେଳିଥାନ୍ତି କିନ୍ତୁ ସେତେବେଳେ ନରେନ୍ଦ୍ର ତ
ଧ୍ୟାନ ର ଖେଳ ଖେଳୁଥିଲେ.....ଥରେ ଏପରି ହୋଇଥିଲା ଯେ ନରେନ୍ଦ୍ର ଏବଂ ତାଙ୍କର ମିତ୍ର ବଗିଚାରେ ଧ୍ୟାନ କରିବା
ାଇଁ ବସିଥିଲେ । ଅଚାନକ କେଉଁ ଆଡୁ ଗୋଟିଏ ସା ଆସିଗଲା, ତାକୁ ଦେଖିକରି ସବୁ ମିତ୍ର ପଳାଇଗଲେ ।
ନରେନ୍ଦ୍ରଙ୍କୁ ଜଣାନଥିଲା ଅତଃ ସେ ଟିକିଏ ବି ହଲିଲେ ନାହିଁ ଏବଂ ସାପ ସେଠାରୁ ଚାଲିଯାଇଥିଲା । ତା ପରେ ସମସ୍ତ
ମିତ୍ର ତାଙ୍କୁ ଏହି କଥା ଶୁଣାଇଲେ । ଏହିପରି ବାଲ୍ୟକାଳରୁ ହିଁ ନରେନ୍ଦ୍ର ଙ୍କର ବିଶେଷ ଶକ୍ତିର ଦର୍ଶନ ହୋଇଥାଏ ।
୩.ଯୁବା ନରେନ୍ଦ୍ର କୀ ତୀବ୍ର ଈଶ୍ୱର ଦର୍ଶନ କୀ ଈଚ୍ଛା –
- ୧୬ ବର୍ଷ ବୟସରେଙ୍କ ନରେନ୍ଦ୍ର କଲେଜରେ ପ୍ରବେଶ କଲେ । ଏବେ ସେ ସ୍ନାୟୁବଦ୍ଧ ସୁନ୍ଦର ଶରୀର ଏବଂ
ତୀବ୍ର ବୁଦ୍ଧିମତା ୁକ୍ତ ନବୁବାନ ବିଦ୍ୟାର୍ଥୀ ରୁରେ ପରିଚିତ ହେଲେ । ତାଙ୍କର ପ୍ରିନସିାଲ ହେଷ୍ଟୀ ମଧ୍ୟ କହିଥାନ୍ତି ଯେ,
“ଦୁନିୟା ର ଅନେକ କଲେଜ ମୁଁ ଦେଖିଛି କିନ୍ତୁ ନରେନ୍ଦ୍ରଙ୍କ ଭଳି ତେଜସ୍ୱୀ, ବିଦ୍ୟାର୍ଥୀ ମୁଁ ଦେଖି ନାହିଁ ” ।
- କଲେଜ କାଳ ମଧ୍ୟରେ ବି ଈଶ୍ୱର ଦର୍ଶନ କରିବାର ଆନ୍ତରିକ ଈଚ୍ଛା ନରେନ୍ଦ୍ରଙ୍କ ମନରେ ଥିଲା । ଯେ
କୌଣସି ସାଧୁ – ସଂତ ପଣ୍ଡିତଙ୍କୁ ସେ ଭେଟୁଥିଲେ ତାଙ୍କୁ ଏହି ପ୍ରଶ୍ନ ପଚାରୁଥିଲେ ଯେ କ’ଣ ଆପଣ ଈଶ୍ୱରଙ୍କୁ
ଦେଖିଛନ୍ତି? ଦିନେ ସକାଳ ସମୟରେ ହିଁ ମହର୍ଷି ଦେବେନ୍ଦ୍ର ନାଥ ଠାକୁର କହୁଛନ୍ତି ପୁଅ, ମୋତେ ତୋର ଆଖି କୌଣସି
ୋଗିଙ୍କ ଭଳି ଲାଗୁଛି । ଗୋଟିଏ କ୍ଷଣ ବି ବିଳମ୍ବ କରିବା ବିନା ନରେନ୍ଦ୍ର ସେଠାରୁ ଚାଲିାଉଛନ୍ତି, କାରଣ ମୋତେ
ଏପରି ବ୍ୟକ୍ତି ଦରକାର ଯିଏ ମୋତେ ଈଶ୍ୱର ଦର୍ଶନ କରାଇପାରିବ ।
0 Comments