ଫୁଲବାଣୀ ଜିଲ୍ଲା ଆଜି ଖଜୁରିପଡା ବ୍ଳକ ର ସୁଡୃକୁମପା ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ଥିଲା ଏଥିରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀମତୀ ଅନୁଶିଳା ରୟ ଯୋଗ ଦେଇଥିଲେ ଅନ୍ୟ ତମ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶୀମତୀ ମଞ୍ଜୁଲତା ପ୍ରଧାନ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଣି ଶ୍ରୀମତୀ ରସ୍ ମିତା କରନ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବଳରାମ ସେଠୀ ପ୍ରକଳ୍ପ ଅଧିକାରୀ ଣି ଶ୍ରୀମତୀ ଏସ଼ ଗାୟତ୍ରୀ ତଥା ଜିଲ୍ଲା ଶ୍ରମ ସହ ଅଧିକାରୀ ଶ୍ରୀମତୀ ସୁଭ ଦରଶିନୀ ନାୟକ ଯୋଗଦେଇ ସରକାର ଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ କ୍ରମ ର ସୁଚନା ଦେଇଥିଲେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ବିଭିନ୍ନ ମାଗଣା ଆଇନ୍ ସେଵା ବିଷୟରେ ଲୋକମାନଙ୍କୁ ବୁଝାଇଥିଲେ.ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀମତୀ ଅନୁଶିଳା ରୟ
ଜି
ଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଣି
ଶ୍ରୀମତୀ ରଶ୍ମିତା କରନ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବଳରାମ ସେଠୀ, ପ୍ରକଳ୍ପ ଅଧିକାରୀ ଣି ଶ୍ରୀମତୀ ଏସ଼ ଗାୟତ୍ରୀ ସହ ଶ୍ରମ ଅଧିକାରୀ ଣି ଶ୍ରୀମତୀ ସୁଭଦରଶିନି ନାୟକ ସୁଡୁକୁମପା ସରପଞ୍ଚ
ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ପି ,ଲ଼ ଭି ସଦସ୍ୟ ଯୋଗ ଦେଇଥିଲେ
ଶେଷରେ ଆଇନ ସେବା ପ୍ରାଧିକରଣ ର ସୂଛା ସେବୀ ଧନ୍ୟବାଦ ପ୍ରଦାନ କରିଥିଲେ.ଅଶୋକ କୁମାର ପ୍ରଧାନ ଙ୍କ ରିପୋର୍ଟ.
0 Comments