କପସିରପଜବତ ଜଣେ ଗିରଫ

 



ମନମୁଣ୍ଡା ପୋଲିସ କୁ ମିଳିଛି ବଡ଼ସଫଳତା ବିପୁଳ ପରିମାଣର କପସିରଫ ଜବତ ସହ ଜଣେ ଗିରଫ ସୂଚନା ଅନୁସାରେ ଆଜି ମନମୁଣ୍ଡା ପୋଲିସ ପକ୍ଷରୁ ଗାନ୍ଧିଛକ ରେ ଗାଡି ଯାଞ୍ଜବେଳେ ବୌଦ୍ଧ ଦିଗରୁ ଅସୁଥିବା ଏକ କାର ପୋଲିସ କୁ ଦେଖି ପଳାଉଥିବା ବେଳେ ସଂନ୍ଦେହ ରେ ଗାଡି ଅଟକାଇ ଗାଡି ଯାଞ୍ଜ କରିବା ବେଳେ ଗାଡିଟି ରୁ 640 ବୋତଲ କପସିରଫ ବାହାରି ଥିବା ଦେଖିବା କୁ ମିଳିଥିଲା l କପସିରଫ ସହ କାର ଜବତ କରି ଜଣେ ଅଭିଯୁକ୍ତ ଗିରଫ କରିଥିଲା ମନମୁଣ୍ଡା ପୋଲିସ ଅଭିଯୁକ୍ତ 33ବର୍ଷୀୟ ବଲାଙ୍ଗୀର ଜିଲ୍ଲା ମାଲପଡାର ଗ୍ରାମ ର ଜଗବନ୍ଧୁ ମେହେର ହୋଇଥିବା ନେଇ ବୌଦ୍ଧ SDPO ଆନନ୍ଦ ବର୍ଦ୍ଧନ ଗୁରୁ  ମନମୁଣ୍ଡା ଥାନା ରେ ଏକ ସାମ୍ୱାଦିକ ସମ୍ବିଳନୀ କରିସୂଚନା ଦେଇଛନ୍ତି l

Post a Comment

0 Comments