ଜିଲ୍ଳାର ଏକ ମାତ୍ର ବୈଷୟିକ ଶିକ୍ଷା କେନ୍ଦ୍ରକୁ ଏନ. ବି. ଏ ମାନ୍ୟତା ମିଳିଲା,ଛାତ୍ର ଛାତ୍ରୀ ଓ ଅଧ୍ୟପକ ମହଲରେ ଖୁସିର ଲହରି

 ଢେଙ୍କାନାଳ ଜିଲ୍ଲା ର ଏକ ମାତ୍ର ବୈଷୟିକ ଶିକ୍ଷାକେନ୍ଦ୍ର କୁ ମିଳିଲା (NBA),ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଙ୍କ ମହଲରେ ଖୁସିର ଲହରି, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଶରlଙ୍ଗ ସ୍ଥିତ 176ପରିମିତ ଜମିରେ ଅବସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ପ୍ରତିଷ୍ଠାନ (ଆଇ. ଜି. ଆଇ. ଟି )କୁ ମିଳିଲା ଜାତୀୟ ଗୁଣବର୍ତ୍ତା ନିରୀକ୍ଷଣ ସସ୍ଥା ର ମାନ୍ୟତା, ଏହି ମାନ୍ୟତା ପାଇଁ ପ୍ରତିଷ୍ଠାନ କୁ ଏନ. ବି. ଏ ର 13ଜଣିଆ ଟିମ 20.3.2022ତାରିଖରେ ପରିଦର୍ଶନ ରେ ଆସିଥିଲେ, ପ୍ରତିଷ୍ଠାନ ର ଭିର୍ତ୍ତିଭ୍ୱମୀ ଅନୁସlଙ୍ଗିକ ଵେବସ୍ଥା ଅଧ୍ୟପନା ର ଗୁଣବତା, ନିଯୁକ୍ତି ଉପରେ ଅନୁଧ୍ୟାନ କରି ଏହି ମାନ୍ୟତା ଗତ ଅଗଷ୍ଟ 8ତାରିଖ ରେ 5ଟି ବିଭାଗର ମିଳିଥିବା ସୂଚନା ଦେଇଛନ୍ତି, ପ୍ରତିଷ୍ଠାନ ର ନିର୍ଦେଶକ ପ୍ରଫେସର ଡ଼ଃ ସତ୍ୟବ୍ରତ ମହାନ୍ତ, ଯାହାକି ତିନିବର୍ଷ ପର୍ଯ୍ୟନ୍ତ ଏହି ମାନ୍ୟତା ବଳବତ ରହିବ, ତେବେ ଏହି ମାନ୍ୟତା ମିଳିବା ନେଇ ବେଶ ଖୁସୀ ଅଛନ୍ତି ଛାତ୍ର ଛାତ୍ରୀ ଓ ଅଧ୍ୟାପକ, ତେବେ ପ୍ରତିଷ୍ଠାନ ର ସମସ୍ତ ଅଧ୍ୟlପକ କର୍ମଚାରୀ ଙ୍କ ନିଷ୍ଠା ଓ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ଶ୍ରୀ ମହାନ୍ତ କହିଛନ୍ତି,


Post a Comment

0 Comments