ବୃଦ୍ଧନିଖୋଜ ଥାନା ରେ ଅଭିଯୋଗ କଲେ ପରିବାର


 କଣ୍ଟାମାଲ ଥାନା ଅନ୍ତର୍ଗତ ମୁଚେଲପଦର ଗ୍ରାମର ନବୀନ କୁଦେଇ ଗତ 14ତାରିଖ ଦିନ ସକାଳୁ ଗାଇ ଚରାଇ ଘରକୁ ଖାଇବା ସମୟରେ ଆସି  ଘରକୁ ଆସି ଖାଇ ସାରି ବାପରେ 2ଘଣ୍ଟା ସମୟ ରେ ସେ ଘରୁ ଅଳ୍ପ ବର୍ଷା ହଉଥିବାରୁ ସାଙ୍ଗରେ ଏକ ଛତା ନେଇ କାହାକୁ କିଛି ନ ଜଣେଇ ଘରୁ ବାହାରି ଚାଲିଯାଇଥିଲେ l ପରିବାର ଲୋକେ ସନ୍ଦ୍ୟା ସମୟପର୍ଯ୍ୟନ୍ତ ଘରକୁ ନ ଫେରିବାରୁ କିଛି ଗ୍ରାମ ବାସୀ ଙ୍କୁ ଜଣାଇ ଥିଲେ l ପରେ ଗ୍ରାମ ବାସୀ ଓ ପରିବାର ଲୋକେ ମିଶି ଆଖ ପାଖ ଅଞ୍ଚଳ  ଜଙ୍ଗଲ ପୋଖରୀ ନଦୀ ନାଳ ବସ ଷ୍ଟାଣ୍ଡ ରେଲ୍ୱୟୋଷ୍ଟେସନ ଆଦି ଅଞ୍ଚଳ ବହୁତ ଖୋଯାଖୋଜି କଲେ କିନ୍ତୁ ନ ପାଇବାରୁ ବନ୍ଧୁ ପରିବାର ଙ୍କୁ ମଧ୍ୟ୍ୟ ଯୋଗଯୋଗ କରିଥିଲେ କିନ୍ତୁ ଖୋଜ ଖବର ପାଇଲେ ନାହିଁ ସେଥିପାଇଁ ପରିବାର ଲୋକେ   ଘଣ୍ଟାପଡା ପାଣ୍ଡୀ ରେ ଅଭିଯୋଗ କରିଛନ୍ତି ଅଭିଯୋଗ ପରେ ପୋଲିସ ତଦନ୍ତ କରୁଥିବା ବେଳେ ଯିଏ ଯଦି ନବୀନ ଙ୍କୁ ଦେଖନ୍ତୁ l ତାହାହେଲେ ନିକସ୍ଥ ଥାନା କୁ ଜଣେଇ ବାକୁ ଅନୁରୋଧ କରିଛନ୍ତି ପରିବାରଲୋକେ l

Post a Comment

0 Comments