ସାରା ଦେଶ ପାଳୁଛି ସ୍ୱାଧୀନତା ର 75ବର୍ଷ ଫୁର୍ତ୍ତି ଅବସରରେ ଅମୃତ ମୋହଉତ୍ସବ ର 76ତମ ସ୍ୱାଧୀନତାଦିବସ ସେହି ଭଳି କଣ୍ଟାମାଲରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ କଣ୍ଟାମାଳ ହାଇସ୍କୁଲପଡିଆ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ କଣ୍ଟାମାଲ ବ୍ଲକ ଅଧକ୍ଷା ସସ୍ମିତା ସେନାପତି ପତାକା ଉତୋଳନ କରିଥିବା ବେଳେ କଣ୍ଟାମାଲ BDO କଲାକୃଷ୍ଣ ପ୍ରଧାନ ଓ ବ୍ଲକ ର ଅନନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିବା ଦେଖବାକୁ ମିଳିଛି l ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ରୁ ବାସୁଦେବ ଷାଣ୍ଢ ଙ୍କ ରିପୋର୍ଟ
0 Comments