ନୂଆଗାଁ: ଗାନ୍ଧୀ ଜୟନ୍ତୀ ଅବସରରେ ନୂଆଗାଁ ବ୍ଲକର ସମସ୍ତ ୨୨ଟି ଗ୍ରାମ ପଞ୍ଚାୟତରେ ଶୁକ୍ରବାର ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଛି। ଗ୍ରାମସଭାରେ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା (GPDP) ଏବଂ VBGRAMG ଯୋଜନା ଅଧୀନରେ ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା (VGPP)ର ପଞ୍ଚବାର୍ଷିକ ଯୋଜନା ପ୍ରସ୍ତୁତି ପ୍ରକ୍ରିୟାର ଶୁଭାରମ୍ଭ କରାଯାଇଛି।
ଏହି ଅବସରରେ ଜଳ ଜୀବନ ମିଶନ ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ଜଳର ସୁବିନିଯୋଗ, ଜଳ ସଂରକ୍ଷଣ ଏବଂ ଜଳସମ୍ପଦର ସୁରକ୍ଷା ଦିଗରେ ଜନସାଧାରଣଙ୍କ ସକ୍ରିୟ ସହଯୋଗର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା।
ଗ୍ରାମସଭାକୁ ସୁଚାରୁ ଓ ସଫଳ ଭାବେ ପରିଚାଳନା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତ ପାଇଁ ନୋଡାଲ ଅଫିସର ନିଯୁକ୍ତ କରାଯାଇଥିଲା। ନୋଡାଲ ଅଫିସରମାନେ ନିଜ ନିଜ ପଞ୍ଚାୟତରେ ଉପସ୍ଥିତ ରହି ଗ୍ରାମସଭାରେ ଯୋଗଦେଇଥିଲେ। ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପଞ୍ଚାୟତ ସମିତି ସଦସ୍ୟ, ୱାର୍ଡ ସଦସ୍ୟ ଏବଂ ବହୁ ସଂଖ୍ୟକ ଗ୍ରାମବାସୀ ଯୋଗଦେଇଥିଲେ।
ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତିରେ ଲୋକଙ୍କ ଭାଗିଦାରିକୁ ଗୁରୁତ୍ୱ ଦିଆଯାଇଥିଲା। ‘ପିପୁଲସ ପ୍ଲାନ୍ କ୍ୟାମ୍ପେନ୍’ ମାଧ୍ୟମରେ ଗ୍ରାମସ୍ତରରୁ ବିଭିନ୍ନ ତଥ୍ୟ ଓ ଲୋକଙ୍କ ଆବଶ୍ୟକତା ସଂଗ୍ରହ କରି ତାହାକୁ ବିକାଶ ଯୋଜନାରେ ସାମିଲ କରିବା ଉପରେ ଆଜିର ଗ୍ରାମ ସଭା ରେ ଆଲୋଚନା ହୋଇଥିଲା। ଏବଂ ପଞ୍ଚାୟତର ସାମଗ୍ରିକ ବିକାଶରେ ଗ୍ରାମବାସୀଙ୍କୁ ସକ୍ରିୟ ଅଂଶୀଦାର ହେବାକୁ ଆଜିର ଗ୍ରାମ ସଭା ରେ ସଚେତନ ଏବଂ ସୂଚନା ଦିଆ ଯାଇଥିବା, ବ୍ଲକ ଏପିଓ ଅମରେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଗାନ୍ଧୀ ଜୟନ୍ତୀ ଅବସରରେ ନୂଆଗାଁ ବ୍ଲକର ସମସ୍ତ ୨୨ଟି ଗ୍ରାମ ପଞ୍ଚାୟତରେ ଶୁକ୍ରବାର ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଛି। ଗ୍ରାମସଭାରେ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା (GPDP) ଏବଂ VBGRAMG ଯୋଜନା ଅଧୀନରେ ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା (VGPP)ର ପଞ୍ଚବାର୍ଷିକ ଯୋଜନା ପ୍ରସ୍ତୁତି ପ୍ରକ୍ରିୟାର ଶୁଭାରମ୍ଭ କରାଯାଇଛି।
ଏହି ଅବସରରେ ଜଳ ଜୀବନ ମିଶନ ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ଜଳର ସୁବିନିଯୋଗ, ଜଳ ସଂରକ୍ଷଣ ଏବଂ ଜଳସମ୍ପଦର ସୁରକ୍ଷା ଦିଗରେ ଜନସାଧାରଣଙ୍କ ସକ୍ରିୟ ସହଯୋଗର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା।
ଗ୍ରାମସଭାକୁ ସୁଚାରୁ ଓ ସଫଳ ଭାବେ ପରିଚାଳନା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତ ପାଇଁ ନୋଡାଲ ଅଫିସର ନିଯୁକ୍ତ କରାଯାଇଥିଲା। ନୋଡାଲ ଅଫିସରମାନେ ନିଜ ନିଜ ପଞ୍ଚାୟତରେ ଉପସ୍ଥିତ ରହି ଗ୍ରାମସଭାରେ ଯୋଗଦେଇଥିଲେ। ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପଞ୍ଚାୟତ ସମିତି ସଦସ୍ୟ, ୱାର୍ଡ ସଦସ୍ୟ ଏବଂ ବହୁ ସଂଖ୍ୟକ ଗ୍ରାମବାସୀ ଯୋଗଦେଇଥିଲେ।
ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତିରେ ଲୋକଙ୍କ ଭାଗିଦାରିକୁ ଗୁରୁତ୍ୱ ଦିଆଯାଇଥିଲା। ‘ପିପୁଲସ ପ୍ଲାନ୍ କ୍ୟାମ୍ପେନ୍’ ମାଧ୍ୟମରେ ଗ୍ରାମସ୍ତରରୁ ବିଭିନ୍ନ ତଥ୍ୟ ଓ ଲୋକଙ୍କ ଆବଶ୍ୟକତା ସଂଗ୍ରହ କରି ତାହାକୁ ବିକାଶ ଯୋଜନାରେ ସାମିଲ କରିବା ଉପରେ ଆଜିର ଗ୍ରାମ ସଭା ରେ ଆଲୋଚନା ହୋଇଥିଲା। ଏବଂ ପଞ୍ଚାୟତର ସାମଗ୍ରିକ ବିକାଶରେ ଗ୍ରାମବାସୀଙ୍କୁ ସକ୍ରିୟ ଅଂଶୀଦାର ହେବାକୁ ଆଜିର ଗ୍ରାମ ସଭା ରେ ସଚେତନ ଏବଂ ସୂଚନା ଦିଆ ଯାଇଥିବା, ବ୍ଲକ ଏପିଓ ଅମରେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

0 Comments