ଦଶପଲ୍ଲା ୯/୧୦ଆଜି ଦଶପଲ୍ଲା ବାଳିକା ହାଇସ୍କୁଲର ପ୍ରତିଷ୍ଠାତା ସ୍ବର୍ଗତ ପଦ୍ମ ଚରଣ ମିଶ୍ରଙ୍କ ଶ୍ରାଦ୍ଧବାର୍ଷିକୀ ଉତ୍ସବ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି,ଏହି ଉପଲକ୍ଷେ ହାଇସ୍କୁଲ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା, ଆୟୋଜିତ ଉତ୍ସଵ ରେ ପରିବେଶବିତ ପ୍ରଶନ୍ନ କୁମାର ପଣ୍ଡା, ଡାକ୍ତର ଅନ୍ତର୍ଯ୍ୟାମୀ ଭୁୟାଁ ସମେତ ସ୍ଥାନୀୟ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦାନ କରି ତାଙ୍କର ଗୁଣା ବଳୀ ଉପରେ ଉଦବୋଧନ ଦେଇଥିଲେ, ଉତ୍ସଵ ରେ ଵିଦ୍ୟା ଳୟ ର ଶିକ୍ଷୟିତ୍ରୀ, ଶିକ୍ଷକ , ଛାତ୍ରୀ ଛାତ୍ର ଯୋଗଦାନ କରିଥିଲେ, ପରିଶେଷରେ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଯୁଧିଷ୍ଠିର କହଁର ଧନ୍ୟବାଦ ଅର୍ପଣ କରିଥିଲେ,



0 Comments