ପିଏମ୍ ଶ୍ରୀ ଦଶପଲ୍ଲା ବାଳିକା ଉଚ୍ଚ ବିଦ୍ୟାଳୟରେ 'ଛାତ୍ର ବିଧାନସଭା,


  


ଦଶପଲ୍ଲା ୧୪/୧୦   ଦଶପଲ୍ଲା ଏନଏସି ସ୍ଥିତ ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଭବ୍ୟ ‘ଛାତ୍ର ବିଧାନସଭା’ କାର୍ଯ୍ୟକ୍ରମ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି।  

ଗଣତାନ୍ତ୍ରିକ ବ୍ୟବସ୍ଥା, ସଂସଦୀୟ କାର୍ଯ୍ୟଧାରା ତଥା ବିଧାନସଭାର ବିତର୍କ, ଶାସକ - ବିରୋଧୀ ଙ୍କ ବିଭିନ୍ନ ପ୍ରସଙ୍ଗ କୁ ନେଇ ହଟଗୋଳ, ବାଚସ୍ପତି ଙ୍କ ଭୂମିକା ଓ କାର୍ଯ୍ୟଶୈଳୀ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ବ୍ୟାବହାରିକ ଜ୍ଞାନ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ ଛାତ୍ରୀମାନେ ବାଚସ୍ପତି, ମୁଖ୍ୟମନ୍ତ୍ରୀ, ଶାସକଦଳ, ବିରୋଧୀ ଦଳର ନେତା ଏବଂ ବିଧାୟକ, ମୁଖ୍ୟ ସଚେତକ, ବିଧାନସଭା ମାର୍ସଲ ଭୂମିକାରେ ଅବତୀର୍ଣ୍ଣ ହୋଇ  ପ୍ରଶ୍ନକାଳ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବାଚସ୍ପତି ଭାବେ  ଦେବୀସ୍ମିତା ସାହୁ   ଅଷ୍ଟମ ଶ୍ରେଣୀ ଛାତ୍ରୀ, ମୁଖ୍ୟମନ୍ତ୍ରୀ ଭାବେ ଅଙ୍କିତା ପ୍ରିୟଦର୍ଶିନୀ ବାରିକ ୧୦ ମ ଶ୍ରେଣୀ ଛାତ୍ରୀ,ବିରୋଧୀ ନେତା ଭାବେ ଅଷ୍ଟମ ଶ୍ରେଣୀର ମୌସୁମୀ ମହାପାତ୍ର,ଶିକ୍ଷାମନ୍ତ୍ରୀ ରୂପେ ରେଖା ପ୍ରଧାନ, ବିରୋଧୀ ବିଧାୟକ କିରଣ ମୟୀ କର୍ଣ୍ଣ ଏବଂ ସରକାରୀ ଦଳ ର ବିଧାୟକ ସାଇ ପ୍ରୀତ ସାହୁ 

 ନିଖୁଣ ଅଭିନୟ କରିଥିଲେ। ,ବହୁ ଛାତ୍ରୀ ମନୋନୀତ ହୋଇ ଆସନ୍ତା ଜିଲ୍ଲା ସ୍ଥରୀୟ ସୁରଭି କାର୍ଯ୍ୟକ୍ରମ ରେ ସେମାନେ ଅଂଶ ଗ୍ରହଣ କରିବେ ବୋଲି ଜଣାଯାଇଛି,.ପ୍ରଧାନ ଶିକ୍ଷକ ଯୁଧିଷ୍ଠିର କହଁରଙ୍କ 


ସଭାପତିତ୍ବ ରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ମଣ୍ଡଳ ଶିକ୍ଷା ଅଧିକାରୀ ଭକ୍ତ ବିନୋଦ ସଲ, ମୁଖ୍ୟବକ୍ତା  ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ଏବଂ  ସମ୍ମାନିତ ଅତିଥି ଭାବେ ସହ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ୟାମ ସୁନ୍ଦର ଯାନୀ, ସି ଆର ସି ସି କସ୍ତୁରୀ ସାହୁ, ଶିକ୍ଷାବିତ ଅକ୍ଷୟ କୁମାର ମହାପାତ୍ର, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ସାହୁ, ଏସ ଏମ ସି କମିଟିର ସଭାପତି ସନ୍ତୋଷ କୁମାର ମହାନ୍ତି ପରିଚାଳନା କମିଟି ସଦସ୍ୟ ସୁରେନ୍ଦ୍ର ସିଠ ପ୍ରମୁଖ ମଞ୍ଚ ରେ ଯୋଗଦେଇ  ଭାରତ ଭଳି ବିଶ୍ଵ ର ସର୍ବ ବୃହତ ଗଣତାନ୍ତ୍ର

Post a Comment

0 Comments