ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

 



ଦଶପଲ୍ଲା ୧/୧୦ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଶରଧାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପବିତ୍ର ମୋହନ ସାହୁ ଅବସର ଗ୍ରହଣ କରି ଛନ୍ତି । ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ଏକ  ଅବସରକାଳୀନ ସମ୍ବର୍ଦ୍ଧନା ସଭାର  ଆୟୋଜନ ହୋଇଥିଲା, ଆୟୋଜିତ ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ବେହେରା, ସିଆରସିସି ଜୟନ୍ତ କୁମାର ଦଳବେହେରା,

ପ୍ରଧାନଶିକ୍ଷକ ବାସୁଦେବ ମଲ୍ଲିକ, ଶିକ୍ଷକ ମାଧବ ଚନ୍ଦ୍ର ପୃଷ୍ଟି, ସନ୍ତୋଷ କୁମାର ସାହୁ, ରବିନ୍ଦ୍ର ନାୟକ, ସଚ୍ଚିଦାନନ୍ଦ ପ୍ରଧାନ, ଵିଦ୍ୟା ଳୟ ପରିଚାଳନା କମିଟିର ସଭାପତି,କମିଟି ସଦସ୍ୟ, ପଞ୍ଚସଖା ଶିକ୍ଷା ସେତୁର କର୍ମକର୍ତା ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି , ପୁରାତନ ଛାତ୍ରୀ ଛାତ୍ର ସମେତ ଵିଦ୍ୟା ଳୟ ର ଛାତ୍ରୀ ଛାତ୍ର ଯୋଗଦାନ କରିଥିଲେ, ବକ୍ତାମାନେ ଶିକ୍ଷକ ଶ୍ରୀ ସାହୁଙ୍କ ଗୁଣାବଳୀ ଏବଂ ଆଦର୍ଶ ଉପରେ ଉଦବୋଧନ ଦେଇଥିଲେ 
(ଫଟୋ)

Post a Comment

0 Comments