ଖବର କାଗଜର ଏହି ସମ୍ବାଦର ସମ୍ପୂର୍ଣ୍ଣ ବିବରଣୀ ତଳେ ଦିଆଗଲା:


ଶିଶୁ ସୁରକ୍ଷା ଶିବିରରେ ଅବ୍ୟବସ୍ଥା: ଖରାରେ ହଇରାଣ ହେଲେ ଶିଶୁ, ଅଭିଭାବକ

ନୂଆଗାଁ, ୩୦/୭ (ଇମିସ): ପିତୃମାତୃହୀନ ଓ ଏକ ଅଭିଭାବକ ଶିଶୁଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ଆୟୋଜିତ ଶିଶୁ ଉପସ୍ଥାପନ ଶିବିରରେ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମିଶନ ଶକ୍ତି ଭବନଠାରେ ଗୁରୁବାର ଅନୁଷ୍ଠିତ ବ୍ଲକସ୍ତରୀୟ ଶିଶୁ ମଙ୍ଗଳ କମିଟିର କୋର୍ଟ କ୍ୟାମ୍ପରେ ଏଭଳି ଅବ୍ୟବସ୍ଥା ଦେଖାଦେଇଥିବା ଅଭିଯୋଗ ହୋଇଛି।


Post a Comment

0 Comments