ନୂଆଗାଁ ବଜାର ମଧ୍ୟରେ ଥିବା ଆଦର୍ଶ କମ୍ପ୍ୟୁଟର ମଧ୍ୟରେ ଚଳିତ ମାସ ୧୫ ତାରିଖରୁ ଏହି ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି । ଏହି ଶିବିର ମାଧ୍ୟମରେ ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀ , ସମସ୍ତ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ଯୋଗଦେଇ ପାରିବେ । ୬ ଷଷ୍ଠ ଶ୍ରେଣୀ ଠାରୁ ୧୦ ପରୀକ୍ଷା ଦେଇଥିବା ସହିତ ଚଳିତ ମାସ ଦଶମ ପ୍ରବେଶ କରିଥିବା ସମସ୍ତ ପିଲା ଯୋଗଦେଇ ପାରିବେ । ଏହି ପ୍ରଶିକ୍ଷଣ ଶିବିରେ କମ୍ପ୍ୟୁଟର ପାଠପଢା ସହିତ ପିଲାଙ୍କର ଶିକ ,ଶୃଙ୍ଖଳା ,ସମୟ କୁ କିଭଳି ସଦୁପଯୋଗ କରିବା ପ୍ରଶିକ୍ଷଣ ଦିଆଯିବ ୩୦ ଦିନ ଧରି ଏହି ଶିବିର ଚାଲିବ ଶେଷରେ ପିଲାଙ୍କୁ ଏକ ମାନପତ୍ର ସ୍କିଲ ଇଣ୍ଡିଆ ଦ୍ବାରା ପ୍ରଦାନ କରାଯିବ । ଆଜି ଶେଷରେ ଅଣୁଥାନର ପୁରାତନ ଛାତ୍ରୀ ମାନଙ୍କୁ NCVET ଦ୍ବାରା ପାଠ୍ୟକ୍ରମରେ ଉତିର୍ଣ୍ଣ ହୋଇଥିବା ସମସ୍ତ ପିଲାଙ୍କୁ ମାନପତ୍ର ଦିଆଯାଇ ଥିଲା । ଆଦର୍ଶ କମ୍ପ୍ୟୁଟର ନୂଆଗାଁ ମଧ୍ୟରେ ମେଧାବୀ ବିଶ୍ବ ବିଦ୍ୟାଳୟ ଦ୍ବାରା ପ୍ରଦତ CCC,DCA,PGDCA ପାଠ ପ୍ରଶିକ୍ଷଣ ସହିତ ଅନଲାଇନ ପରୀକ୍ଷା ମଧ୍ୟ କରାଯାଇ ମାନପତ୍ର ଦିଆଯାଇଛି ।




0 Comments