ଦଶପଲ୍ଲା ୧/୧୨ଦଶପଲ୍ଲା ବ୍ଲକର ନଛିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍କୁଲ ସ୍ତରୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି, ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ସଞୀଵନୀ ସାମଲ ଉକ୍ତ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ, ଉକ୍ତ ବିଜ୍ଞାନ ମେଳା ରେ ଶିଶୁ ଭାଟିକାନ ଆରମ୍ଭ କରି ୧୦ ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀ ଏବଂ ଛାତ୍ର ଅଂଶ ଗ୍ରହଣ କରିଥିଲେ, ଏଥି ରେ ୩୫ ଟି ବିଜ୍ଞାନ ଷ୍ଟଲ ପ୍ରଦର୍ଶୀତ ହୋଇଥିଲା, ଵିଦ୍ୟା ଳୟ ର ଶିକ୍ଷୟତ୍ରୀ ମାମିନା ମାରାଣ୍ଡି, ପ୍ରିୟଙ୍କା ଖମାରୀ ଏବଂ ସ୍ୱାଗତିକା ପ୍ରିୟଦର୍ଶିନୀ ଉକ୍ତ ପ୍ରକଳ୍ପ ପ୍ରଦର୍ଶନୀରେ ସହାୟତା କରିଥିଲେ, ଆୟୋଜିତ ଉତ୍ସବରେ ଵିଦ୍ୟା ଳୟ ର ସମସ୍ତ ଶିକ୍ଷୟତ୍ରୀ ଏବଂ ଶିକ୍ଷକ ବୃନ୍ଦ ଯୋଗଦାନ କରିଥିଲେ,ଶିକ୍ଷୟତ୍ରୀ ସ୍ବୟଂ ପ୍ରଭା ପ୍ରଧାନ ଉତ୍ସବ କୁ ସଂଯୋଜନା କରିଥିଲେ,୭ଟି ପ୍ରକଳ୍ପ ବ୍ଲକ ସ୍ତରୀକୁ ମନୋନୀତ ହୋଇଥିଲା, ଉତ୍ସବ ରେ କୃତୀ ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା, ପରିଶେଷରେ ପ୍ରଧାନ ଶିକ୍ଷୟତ୍ରୀ ସଞ୍ଜୀଵନୀ ସାମଲ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ,



0 Comments