ନୂଆଗାଁ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ମଧ୍ୟରେ ବିଶ୍ବ ଏଡସ ଦିବସ ଅନୁଷ୍ଠିତ

 



ନୂଆଗାଁ ସଦର ମହକୁମାରେ ଥିବା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଯୁବ ରେଡକ୍ରଶ ଅନୁକୂଲ୍ୟା ରେ ଆଜି ବିଶ୍ବ ଏଡସ ଦିବସ ଉପଲକ୍ଷେ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ରାଜନୀତି ବିଜ୍ଞାନ ଅଧ୍ୟାପକ ସତ୍ୟ ସ୍ବାଗତ ସାହୁଙ୍କ ଅଧକ୍ଷ୍ୟାତାରେ ଏହି ସଚେତନତା ରାଲି ନୂଆଗାଁ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ପରିସରରୁ ଆରମ୍ଭ ହୋଇଥିଲା ଏହି ରାଲି କୁ ବିଦ୍ୟାଳୟ ଉପାଦ୍ଧକ୍ଷ ରମେଶ ଚନ୍ଦ୍ର ନାୟକ ଉଦ୍ଘାଟନ କରିଥିଲେ ପ୍ରତିବର୍ଷ ଲୋକଙ୍କୁ ଘାତକ ଏଚଆଇଭି ଏଡ୍ସ ବାବଦରେ ସଚେତନ କରିବାକୁ ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡ୍ସ ଦିବସ ଭାବେ ପାଳନ କରାଯାଉଛି । ପ୍ରତିବର୍ଷ ଏହି ଦିବସର ବାର୍ତ୍ତା ଭିନ୍ନ ଭିନ୍ନ ହୋଇଥାଏ । ଚଳିତ ବର୍ଷ ଏହାର ବାର୍ତ୍ତା ରହିଛି 'Overcoming disruption, transforming the AIDS response' ,ତେବେ ଦେଶର ଟପ୍ ଟେନ୍ ତାଲିକାରେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ରହିଛି । ୩ ଦିନ ଧରି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବଛାତ୍ର ଛାତ୍ରୀଙ୍କ ଦ୍ବାର  ବିଭିନ୍ନ ପରତିଯୋଗୀତା  କରାଯାଇ ଅନ୍ତିମ ଦିନ ସଭାର ଆୟୋଜନ କରାଯାଇ ପୁରାକୃଷ୍ଟ କରାଯିବ


Post a Comment

0 Comments