ମିଳିତ ଶିକ୍ଷା ସଂଘର କାର୍ଯ୍ୟ କାରିଣୀ ବୈଠକ

 


ନୂଆଗାଁ ବ୍ଲକ ପିଏମଶ୍ରୀ ବିଦ୍ୟାଳୟ ମହୀପୁର ଠାରେ ନୂଆଗାଁ ବ୍ଲକ ମିଳିତ ଶିକ୍ଷକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି.ବରିଷ୍ଠ ଶିକ୍ଷକ ଦେବରାଜ ରହୁ ସଭାପତିତ୍ୱରେ ବୈଠକ ଟି ଆରମ୍ଭ ହୋଇଥିଲା.ବିଭିନ୍ନ ପ୍ରସ୍ତାବ ଆଲୋଚନା ହୋଇଥିଲା ପୁନର୍ବାର ସଂଘର କାର୍ଯ୍ୟ କରେଣି ସଭ୍ୟା ଗଠନ କରାଯାଇଥିଲା. ଦୀର୍ଘ ଦିନ ଧରି ସଂଘ କାର୍ଯ୍ୟଖମ ହୋଇନଥିଲା. ସଙ୍ଘକୁ ସୁଦୃଢ କରିବା ନିମନ୍ତେ ବିଭିନ୍ନ ପ୍ରସ୍ତାବ ଆଗତ କରାଯାଇଥିଲା. ସଂଘର ପୁନର ଗଠନ କରାଯାଇ ସଭାପତି ଭାବେ ସୁରେଶ ଚନ୍ଦ୍ର ମହାପାତ୍ର, ସମ୍ପାଦକ ଭାବେ ପ୍ରକାଶ କୁମାର ବେହେରା, ସହ ସମ୍ପାଦକ ସୁଧୀର କୁମାର ସାହୁ, କୋଷାଧକ୍ଷ ପ୍ରସନ କୁମାର ସାହୁ ଏବଂ ୧୩ କ୍ଲଷ୍ଟର ସିଆରସିସି ସମେତ ଶିକ୍ଷତକଙ୍କୁ ନେଇ ସଂଘ ପୁନର ଗଠନ ହୋଇଥିଲା.

Post a Comment

0 Comments