ଦଶପଲ୍ଲା ଦୁଆରଗାଁ ଠାରେ ଥିବା ଆଦର୍ଶ ବିଦ୍ୟାଳୟ ପରିସରରେ ଆର୍ଟ ଏବଂ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା, ଉକ୍ତ ମେଳାରେ ଛାତ୍ରୀ ଏବଂ ଛାତ୍ର ଙ୍କ ତରଫରୁ ୪୨ ଟି ଷ୍ଟଲ ଖୋଲା ଯାଇ ପ୍ରଦର୍ଶୀତ ହୋଇଥିଲା,ମେଳାର ଉଦଯାପନ ଉତ୍ସବ ରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟ କ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଭକ୍ତି ଵିନୋଦ ସଲ,, ଵିଦ୍ୟା ଳୟ ପ୍ରିନ୍ସପାଲ ବିଜୟ କୁମାର ସାହୁ ଏବଂ ଵିଦ୍ୟା ଳୟ ଶିକ୍ଷୟତ୍ରୀ ଏବଂ ଶିକ୍ଷକ ବୃନ୍ଦ ଯୋଗଦାନ କରିଥିଲେ, ବିଜ୍ଞାନ ଶିକ୍ଷୟତ୍ରୀ ପ୍ରୀତି ସାଗରିକା ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ ଏବଂ ଶିକ୍ଷକ ଭାସ୍କର ଚନ୍ଦ୍ର ଦାଶ ଧନ୍ୟବାଦ ଦେଇଥିଲେ,ଉକ୍ତ ମେଳାରେ ବିଚାରକ ଭାବେ ଗଣିଆ ଆର ସି ସାମନ୍ତରାୟ ମହାବିଦ୍ୟାଳୟ ଅଧ୍ୟାପକ ଡଃ ସୋମନାଥ ସାହୁ, ଏବଂ ବିଜୟ କୁମାର ଦାସ ପ୍ରମୁଖ ଯୋଗଦାନ କରିଥିଲେ , ଉତ୍ସବ ରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ,


0 Comments