ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ଅନ୍ତର୍ଗତ ଲମତଗୁଡା କ୍ଳଷ୍ଟର ର ଫଟାଗୁଡ଼ା ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ପଟ୍ଟନାୟକଙ୍କ ଶୋଭାପୋତୀତ୍ୱରେ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲା । ଏହି କାର୍ଯ୍ୟକ୍ରମ ଏବିଇଓ କୁଳରଞ୍ଜନ ସୁନା ସିଆରସିସି ସର୍ବେଶ୍ଵର ପତି ବିଦ୍ୟାଳୟ ର ଚେୟାର ପର୍ସନ ସୁନୀତା ହରିଜନ ଉପସ୍ଥିତ ରହିଥିବା ବେଲବ ସହକାରୀ ଶିକ୍ଷୟତ୍ରୀ ଶ୍ରଦ୍ଧାଞ୍ଜଳି ଚୌଦୁରି,ସବିତା କୁମାରୀ ନାୟକ ସହଯୋଗ କରିଥିଲେ।


0 Comments