ନୂଆଗାଁ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ମଣ୍ଡଳ ସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ

 


ନୂଆଗାଁ ସଦର ମହକୁମାରେ ଥିବା ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଆଜି ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କର ବୌଦ୍ଧିକ ବିକାଶ ପାଇଁ ଶିକ୍ଷା କେନ୍ଦ୍ରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ. ଆଜିର କାଯ୍ୟକ୍ରମ ରେ ନୂଆଗାଁ ପଞ୍ଚାୟତ ସରପଞ୍ଚ ଅମିତା ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ.ସନ୍ନମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକରିଣି ଜ୍ୟୋସ୍ନାରାନୀ ସେଠୀ, ନୂଆଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭୀମସେନ ଦାସ ଜିଗଦେଇଥିଲେ.୧୩ କ୍ଲଷ୍ଟର ରୁ ୨୦୦ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ.ପ୍ରତିଯୋଗିତାରେ ଉପକୃତ ହୋଇହିବା ପ୍ରତିଜିଗୀଙ୍କୁ ପୁରାଦକୃତ କରାଯାଇଥିଲା. ବିଭିନ୍ନ କ୍ଲଷ୍ଟର ସିଆରସିସି ଓ ଅଭିଭାବକ ଉପସ୍ଥିତ ରହିଥିଲେ.

Post a Comment

0 Comments