ଅଗ୍ନି କାଣ୍ଡ ରେ ଦୁଇ ବଖରା ଘର ପୋଡି,ଗଲା

 



ଦଶପଲ୍ଲା ୧୯/୧୧ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଚଢ଼େୟା ପଲ୍ଲୀ ପଂଚାୟତ ର ତଇଲା ସାହି ଗ୍ରାମ ରେ ଅଗ୍ନି କାଣ୍ଡ ଘଟି ୨ଟି ବଖରା ଘର ଘରପୋଡ଼ି ଯାଇଥିବା ଜଣାଯାଇଛି, ଗ୍ରାମ ର ଭୋଳେଶ୍ବର ନାୟକ ଏବଂ ଭାଗିରଥି ନାୟକଙ୍କର ଏହି ଅଗ୍ନିକାଣ୍ଡରେ କ୍ଷୟକ୍ଷତି ହୋଇଥିବାର ଜଣାଯାଇଛି,ବହୁ ଜିନିଷ ପତ୍ର ପୋଡ଼ି ଯାଇଥିବା ଜଣାପଡ଼ିଛି, ଅଗ୍ନି କାଣ୍ଡ ରେ କାରଣ ଜଣାପଡ଼ିନାହିଁ, ଦଶପଲ୍ଲା ଦମକଳ ଘଟଣାସ୍ଥଳରେ ପହଂଚି ନିଆଁ କୁ ଆୟତ କରିଥିଲେ, କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୁଏ

Post a Comment

0 Comments