ନୂଆଗାଁ ବ୍ଲକ ରେ ସି ୩ ଦ୍ୱାରା ବାଲ୍ୟବିବାହ ନିଷେଧ ପଥପ୍ରାନ୍ତ ନାଟକ କାର୍ଯ୍ୟକ୍ରମ

 


ସେଣ୍ଟର ଫର କଟାଲାଇଜୀଙ୍ଗି ଚେଞ୍ଜ (C3) ଆନୁକୁଲ୍ୟରେ ନୂଆଗାଁ ବ୍ଲକ ର ସୋରଡ଼ା, ପାରାଢିପି, ବଡଗୋଠ, ଚାହାଳି ଓ ମହିପୁର ଭଳି ପଞ୍ଚାୟତ ରେ ପଥପ୍ରାନ୍ତ ନାଟକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ଗୁଡ଼ିକ ରେ ପାଞ୍ଚଗୋଟି ପଞ୍ଚାୟତ ର ସରପଞ୍ଚ, କିଶ୍ବର କିଶ୍ୱରୀ, ଅଙ୍ଗନୱାଡି କର୍ମୀ, ୱାର୍ଡ ମେମ୍ବର, ମହିଳା ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ। ୧୮ ବୟସ ରୁ କମ ବୟସ ର ଝିଅ ଏବଂ ୨୧ ବର୍ଷ ବୟସରୁ କମ ବୟସ ର ପୁଅ ପିଲାମାନଙ୍କର ବିବାହ କଲେ ସେମାନଙ୍କ ର ଶାରୀରିକ,ମାନସିକ ଉପରେ ପଡ଼ୁଥିବା କୁ ପ୍ରଭାଵ ସହିତ ଚାରିଗୋଟି ଅଧିକାରରୁ କେଉ ଭଳି ଭାବରେ ବଞ୍ଚିତ ହୋଇ ଜୀବନ ସାରା କଷ୍ଟ ପାଉଛନ୍ତି ସେ ବିଷୟରେ ନାଟକ ମଧ୍ୟମରେ ପରିବେଷଣ କରୁଥିଲେ, ଏହା ସହିତ ଶିକ୍ଷ୍ୟା ର ଗୁରୁତ୍ଵ ବାଲ୍ୟବିବାହ ର କାରଣ ଓ ନିରାକରଣ ଓ ଦଣ୍ଡବିଧାନ ଉପରେ ସମସ୍ତଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମ ଟି ସି ୩ର ବ୍ଲକ ସଂଯୋଜିକା ସୌଜନ୍ୟା ନାୟକଙ୍କ ତତ୍ତ୍ଵାବଧାନରେ  ଅନୁଷ୍ଠିତ ହୋଇଥିଲା।https://youtu.be/1WtICYQwOeQ?si=535a6WNF-N0hf2sj

Post a Comment

0 Comments