ନୟାଗଡ଼ ଜିଲ୍ଲା ନୂଆଗାଁ ସଦର ମହକୁମାରେ ଥିବା ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଆଜି ଜିଲ୍ଲା ସ୍ତରୀୟ କ୍ୟାସକାଡେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଛାତ୍ର ଛାତ୍ରୀଙ୍କର ଗଣିତ, ବିଜ୍ଞାନ ଶାସିରିକ ମାନସିକ ଦକ୍ଷତା ବୃଦ୍ଧି କିପରିହେଇପାରିବ ସେ ନେଇ ସରକାରଣଙ୍କ ତରଫରୁ ଗୁରୁତ୍ୱ ଦିଆଯାଇଛି.ଅନଲାଇନ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କୁ ଗଣିତ, ବିଜ୍ଞାନ ସରଳ ଭାଷାରେ ଶିକ୍ଷା ଦେବାର ସୁବିଧା ରହିଅଛି.ଆଜିର ଏହି ଶିବିରରେ ଦୁଇଜଣ ରୋଷାର୍ସ ବ୍ୟକ୍ତି ଉପସ୍ଥିତ ରହି ସମସ୍ତ ଶିକ୍ଷକନଙ୍କୁ ପ୍ରଶିକ୍ଷଣ ଦେଇଥିଲ. ସେମାନେ ହେଲେ ପ୍ରକାଶ କୁମାର ସାହୁ, ସରକାରୀ ଉଚ୍ଚ ବିଦ୍ୟାଳୟ ରାଜସୁନାଖଳା, ମନୋଜ କୁମାର ଶତପଥୀ କବିରାଜ ସରକାରୀ ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟ,ବାରବାଟୀ ଶିବିରରେ ପ୍ରଶିକ୍ଷଣ ଦେଇଥିଲେ.ଆଜିର ଏହି ଶିବିରଟି ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୀମସେନ ଦାସ ଦ୍ୱାରା ସୁଚାରୁ ରୂପେ ଅନୁଷ୍ଠିତ କରିଥିଲେ.


0 Comments