ଦଶପଲ୍ଲା ୨୦ /୯ ଶନିବାର ଦଶପଲ୍ଲା ବ୍ଲକ୍ ପରିସରରେ ସ୍ଵଛତା ଦିବସ ପାଳିତ ହୋଇଯାଇଛି,ଏହି ଅବସରରେ ବ୍ଲକ କର୍ମଚାରୀ ମାନେ ବ୍ଲକ ପରିସର ଏବଂ ବାହାର ସଫେଇ କରିଥିଲେ,ନିଜ ଅଞ୍ଚଳ ଏବଂ ଆଖପାଖ ସଫା ସୁତୁରା ସହ ସ୍ଵଛତା ରଖିବା ପାଇଁଁ ଆହ୍ନାନ କରାଯାଇଥିଲା, ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଵି ଡି ଓ ଭୁଵନାନନ୍ଦ ପଟ୍ଟନାୟକ, ଅତିରିକ୍ତ ଵି ଡି ଓ ଗୋବିନ୍ଦ ଦାସ, ମଣ୍ଡଳ ଫାଇନାନ୍ସ ଅଧିକାରୀ ଦେବେନ୍ଦ୍ର କୁମାର ଦଳେଇ, ଆସିଷ୍ଟାଣ୍ଟ ଏକଜୁଟ ଇଞ୍ଜିନିୟର ସନାତନ ଭୋଳ, କନିଷ୍ଠ ଯନ୍ତ୍ରୀ ବୃନ୍ଦାବନ ବିହାରୀ ପଣ୍ଡା,ସହାୟକ ଯନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ଦିଲ୍ଲୀପ କୁମାର ବେହେରା,ଜି ପି ଓ ରଶ୍ମି ରଞ୍ଜନ କାଣ୍ଡି ଏବଂ ବରିଷ୍ଠ ରାଜସ୍ବ ସହାୟକ ଵିଭୂଦତ୍ତ ଶତପଥୀ ସମେତ ବ୍ଲକ କର୍ମଚାରୀ ଏବଂ ବିଭିନ୍ନ ଅନୁଷ୍ଠାନ ର ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ,

0 Comments