ଏକ ଦିବସୀୟ ବୃକ୍ଷ ରୋପଣ ଅଭିଯାନ "ଗୋଟିଏ ବୃକ୍ଷ ମାଆଙ୍କ ନାଁରେସମର୍ପିତ" :

 



 ଜାତୀୟ ତଥା ରାଜ୍ୟ ସ୍ତରୀୟ "ଏକ ଦିବସୀୟ  ବୃକ୍ଷ ରୋପଣ ଅଭିଯାନ " କାର୍ଯ୍ୟକ୍ରମ ଆଜି ନୟାଗଡ଼j ପ୍ରଜାମଣ୍ଡଳ ମହିଳା

 ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା ତରଫରୁ ଆୟୋଜନ କରାଯାଇଥିଲା।

ସମଗ୍ର ରାଜ୍ୟରେ ୭୫ ଲକ୍ଷ ଚାରା ରୋପଣ ଗୋଟିଏ ଦିନରେ କାର୍ଯ୍ୟକାରୀ କରିବା କାର୍ଯ୍ୟକ୍ରମ ଅବସରରେ  ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଓ NSS ସ୍ଵେଚ୍ଛାସେବୀ ମାନେ ନୟାଗଡ଼ old town ନିକଟସ୍ଥ Society for Environmenta and Voluntary Action(SEVA) ଅନୁଷ୍ଠାନ ପ୍ରାଙ୍ଗଣରେ  ବୃକ୍ଷ ରୋପଣ କରିଥିଲେ । ଏଥିସହିତ ଅଧ୍ୟାପିକା ଶ୍ରୀମତୀ କୃଷ୍ଣା କୁମାରୀ ଦାଶ, ପଦାର୍ଥ ବିଜ୍ଞାନ ଅଧ୍ୟାପିକା ତଥା ଯୁବ ରେଡକ୍ରସ୍ କାଉନସିଲର ଶ୍ରୀମତୀ ମିନାକ୍ଷୀ ବାଳା ମିଶ୍ର,NSS P.O ଶ୍ରୀମତୀ ରଶ୍ମିତା ଭୁଜବଳ , ପ୍ରଶାନ୍ତ ସାହୁ ଓ ବୁଦ୍ଧିବାମନ ପରିଡ଼ା ସକ୍ରିୟ ଅଂଶ ଗ୍ରହଣ କରିଥିଲେ।


ଅନୁଷ୍ଠାନର  ଅଧ୍ୟକ୍ଷ Sri Baikuntha nath Mahapatra ଓ Secretary ଶ୍ରୀ ଅମରେନ୍ଦ୍ର କୁମାର ଦାସ ପରିଜା  ମହାବିଦ୍ୟାଳୟର ଉକ୍ତ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ଓ ଧନ୍ୟବାଦ ଦେଇଥିଲେ।

କାର୍ଯ୍ୟକ୍ରମରେ ଅଁଳା,ଜାମୁ,ଆମ୍ବ , ଡାଳିମ୍ବ ପ୍ରଭୃତି ଫଳ ଗଛ ଏବଂ ଗେଣ୍ଡୁ,ମନ୍ଦାର,ଗୋଲାପ,କନିଅର ଆଦି ଫୁଲ ଗଛ ଲଗାଯାଇଥିଲା 


Post a Comment

0 Comments