ପ୍ରଧାନଶିକ୍ଷକ ପ୍ରଶିକ୍ଷଣ ୫ ଦିନ ରେ ଶେଷ ହୋଇଛି

     


  ନୂ୍ଆଗାଁ ବ୍ଲକ ଶିକ୍ଷା ବିଭାଗ ଅନ୍ତର୍ଗତ ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ୫ ଦିନିଆ ପ୍ରଶିକ୍ଷଣ ଶିବିର  'ସମ୍ଭବ' ମୋଡ୍ୟୁଲ' ଉଦ୍    ଘାଟିତହୋଇ ଆଜି             ଶେସହୋଇଜାଇଛି ଏଥିରେ ସରକାରଙ୍କର ଆଭିମୁଖ୍ୟ ସାଙ୍ଗ କୁ ଛାତ୍ରଛାତ୍ରୀ ଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ପ୍ରାଧାନ୍ୟ ଦିଆଯାଉଛି ଏଥିସହ ଛାତ୍ରଛାତ୍ରୀ. ଶିକ୍ଷକ ଏବଂ ଜନସାଧାରଣଙ୍କ ମଧ୍ୟରେ କିଭଳି ଭାବେ ଅତି ସହଜରେ ଶୃଙ୍ଖଳାର ସହିତ ସମନ୍ୱୟ ରକ୍ଷା କରି ବିଦ୍ୟାଳୟକୁ ଆଗେଇ ନେବା ଦିଗରେ ବିଶେଷ ଭାବେ  ଗୁରୁତ୍ୱ ଦିଆଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ନୂଆଗାଁ ବ୍ଳକ ସମେତ ଦଶପଲ୍ଲା ଏବଂ ଗଣିଆ ବ୍ଳକର ୫୦ ରୁ ୬୦ ଜଣ ପ୍ରଧାନଶିକ୍ଷକ ଯୋଗ ଦେଇଛନ୍ତି। ଏହି ୫ ଦିନଧରି ଶେଷ ଦିନରେ ସୂଚନା ଦିଆଯାଇଛି କାର୍ଯ୍ୟକ୍ରମରେ ନୂଆଗାଁ  ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭୀମସେନ ଦାସ. ପ୍ରଧାନଶିକ୍ଷକ ଡ. ଗିରିଜା ଶଙ୍କର ମହାପାତ୍ର ନିତ୍ୟାନନ୍ଦ ଦାସ. ବସନ୍ତ କୁମାର ସାହୁ ଉପସ୍ଥିତ ରହିଥିଲେ।

Post a Comment

0 Comments