ପଥର ବୋଝେଇ ଟ୍ରାକ୍ଟର ବନବିଭାଗ ଦ୍ୱାରା ଅଟକ।

 


ବାହାଡ଼ା ଝୋଲା/୧୯/୦୯/ ଆପ୍ର - ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ କାପ୍ତାପଲ୍ଲୀ ପଂଚାୟତର ମକରାପଲ୍ଲୀ ଜଙ୍ଗଲ ନିକଟକୁ ପଥର ବୋଝେଇ ଟ୍ରାକ୍ଟର ଜବତ।ସୁଚନା ମୁତାବକ ନୂଆଗାଁ ବ୍ଲକ ଅନ୍ତର୍ଗତ ଓଡ଼ଗାଁ ବନାଚଳ ଅଧିନ ବାହାଡ଼ା ଝୋଲା ବନପାଳ ଙ୍କ ଦ୍ୱାରା ମକରା ପଲ୍ଲୀ ଅଚଳରୁ ଏକ ପଥର ବୋଝେଇ ଟ୍ରାକ୍ଟର ଜବତ କରି ଥିବା ସୁଚନା ଦେଇଛନ୍ତି ବାହାଡ଼ା ଝୋଲା ଫରେଷ୍ଟର ମନୋଜ କୁମାର ସେଠୀ।ତାଙ୍କ ସହିତ ବାହାଡ଼ା ଝୋଲା ସେକ୍ସନ ର ଫରେଷ୍ଟ ଗାର୍ଡ ସୁନିଲ କୁମାର ନାୟକ, ମିନତି ପାଲଟ ସିଙ୍ଗ, ବିଶ୍ୱଜିତ ସାମନ୍ତରାୟ ।

Post a Comment

0 Comments