୫ମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଦେଲେ ୧୬୯



ନୂଆଗାଁ ବ୍ଲକ  ୩ଟି ବିଦ୍ୟାଳୟ ମଧ୍ୟରେ ଆଜି ଚଳିତ ବର୍ଷ ପଞ୍ଚମ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି.ସମୁଦାୟ ବ୍ଲକର ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ୧୯୩ଜଣ ପରୀକ୍ଷାପାଇଁ ନାମ ପଞ୍ଜିକରଣ ହୋଇଥିବା ବେଳେ ୧୬୯ଜଣ ଉପସ୍ଥିତ ରହି ଥିଲେ।ନୂଆଗାଁ ସଦର ମହକୁମାରେ ଥିବାସରକାରୀ ଉଚ୍ଚ ବିଦ୍ୟାଳୟ ନୂଆଗାଁ ମଧ୍ୟରେ ଅନୁଷ୍ଠିତ ହୋଇଯାଇଥିଲା. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୀମସେନ ଦାସ ନେତୃତ୍ୱରେ ପରୀକ୍ଷା ଟି ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଥିଲା.୫୯ ଜଣ ଛାତ୍ର ଛାତ୍ରୀ ନାମ ପଞ୍ଜିକରଣ କରିଥିବା ବେଳେ ୫୧ଜଣ ଉପସ୍ଥିତ ରହିଥିଲେ ଏବଂ ୭ଜଣ ଅନୁପସ୍ଥିତ ଥିଲେ.ସେହିପରି ସରକାରୀ ଉଚ୍ଚ ବିଦ୍ୟାଳୟ ବାହାଦଝୋଲା ୫୪ ଓ ମହୀପୁର ଉଚ୍ଚ ବିଦ୍ୟାଳୟ ୬୪ ପରୀକ୍ଷା ଦେଇଥିଲେ। ସମୁଦାୟ ୧୯୩ ରୁ ୨୬ ଜଣ ଅନୁପସ୍ଥିତ ରହିଥିଲେ ୧୬୯ ପରୀକ୍ଷା ଦେଇଛନ୍ତି।

Post a Comment

0 Comments