ନୂଆଗାଁ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟରେ ଚଳିତ ମାସ ୧୭ଦିନ ସ୍ଵଛ ଉତ୍ସବ ଅନୁଷ୍ଠିତ ହୋଇଯିଅଛି.ଜିଲ୍ଲା ଜଳ ଓ ପରିମଳ ମିଶନ ଅନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମ ମଧ୍ୟରେ ସ୍ୱଛତା ହିଁ ସେବା ୨୦୨୫ ସମସ୍ତ ଅଂଚଳରେ ପାଳନ କରାଯିବ. ଚଳିତ ମାସ ୧୭ ତାରିଖରୁ ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ. ପଂଚାୟତ ରୁ ଆରମ୍ଭ କରି ସମସ୍ତ ଜଳାଶ୍ରୟ ମଧ୍ୟରେ ଏହି କାର୍ଯ୍ୟକ୍ରମ କରାଯିବ. ଡ଼ିମିରିପଲ୍ଲୀ ସେବାଶ୍ରମ ମଧ୍ୟରେ ଶିକ୍ଷକ, ଛାତ୍ର ଛାତ୍ରୀ ମଧ୍ୟରେ ଶପଥ ପାଠ କରିବା ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା.ଏହି କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାଳିସର ,ସରକାରୀ ଉଚ୍ଚ ବିଦ୍ୟାଳୟ ବାହାଦଝୋଲା,ରମେଶ୍ୱର ବିଦ୍ୟାଳୟ, ଖାଲମଡା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି.
https://youtu.be/Gjk30DEdEGc

.jpeg)

0 Comments