ରଘୁନାଥ ଜିଉ ସ୍ନାତକ ମହାବିଦ୍ୟାଳୟରେ " ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ" ପାଳିତ

 



ଗଣିଆ/ନୟାଗଡ଼ଚଳିତବର୍ଷ, ତା,13,09, 25 ରିଖ ଦିନ ସାରା ବିଶ୍ବରେ ଯୁବ ରେଡକ୍ରସ  ତରଫରୁ " ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ" ପାଳନ ହୋଇଯାଇଛି, ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅଞ୍ଚଳରେ ଅବସ୍ଥିତ ରଘୁନାଥ ଜିଉ ସ୍ନାତକ ମହାବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ସଫଳ ରୂପେ ପାଳନ ହୋଇଯାଇଛି, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀକାନ୍ତ ପଣ୍ଡା ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ରାଜନୀତି ବିଜ୍ଞାନର ବିଭାଗର ମୁଖ୍ୟ ଯୋଗ ଦେଇ ଥିବା ବେଳେ, ମୁଖ୍ୟ ବ୍ୟକ୍ତା ଭାବେ ଇତିହାସ ବିଭାଗର ମୁଖ୍ୟ ଅଶୋକ କୁମାର ମିଶ୍ର ଯୋଗ ଦେଇଥିଲେ, ମହାବିଦ୍ୟାଳୟର ରେଡକ୍ରସ ସଂଯୋଜକ ରାକେଶ ବରାଡ଼ ମଞ୍ଚ ସଞ୍ଚାଳନ କରିଥିଲେ.ଏହି କାର୍ଯ୍ୟକ୍ରମରେ ୧୫୦ ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ


Post a Comment

0 Comments