କନ୍ଧମାଳ ରେ ଦୁଇ ବର୍ଷ ହେଲା ତେରାଗୁଡା ର ସାଲୁଙ୍କି ନଦୀ ର ଭଗ୍ନ କଲ୍ ଭାର୍ଟ ମରାମତି ହୋଇପାରୁନାଇଁ. ଗ୍ରାମବାସୀ ପୋଲିସ ହନ୍ତସନ୍ତ.....
ଫୁଲବାଣୀ ଅନ୍ତର୍ଗତ ତେରାଗୁଡା ଗ୍ରାମର ସାଲୁଙ୍କି ନଦୀ ଉପରେ ନିର୍ମିତ କଲ୍ ଭାର୍ଟ ଦୁଇ ବର୍ଷ ହେଲା ପ୍ରବଳ ବର୍ଷା ରେ ଭାଙ୍ଗି ଯାଇଥିଲା. ନିମ୍ନମାନ ର କାମ ହୋଇଥିବା ମଧ୍ୟ ଅଭିଯୋଗ ହୋଇଥିଲା ଏହି କଲ ଭର୍ଟ ଟି ଫୁଲବାଣୀ ବ୍ଲକ ଓ ଗ୍ରାମ୍ୟ ଉନୟନ ପ୍ରକଳ୍ପ ଠାରୁ 2କିଲୋମିଟର ଦୂରରେ ଥିବା ତେର ଗୁଡା ଗ୍ରାମ ଦେଇ ଯାଇଥିବା ସାଲୁଙ୍କି ନଦୀର କଲ୍ ଭର୍ଟ ନିର୍ମିତ ହୋଇଥିଲା. ଏହି କଲ୍ ଭର୍ଟ ଟି ତେରାଗୁଡା. ଗ୍ରାମ ଓ ସାଲୁଁକିସାହି. ଏରିଗେ ସନ କଲୋନୀ. ଦଧିବାମନସାହି. ର ଲୋକେ ନିର୍ଭର କରୁଥିଲେ. କିନ୍ତୁ ଏହି କଲ୍ ଭର୍ଟ ର ମରାମତି ଆବଶ୍ୟକତା ରହିଛି. ଏ ସମ୍ପର୍କ ରେ ବି. ଡି. ଓ. ଓ ବିଧାୟକ ଶ୍ରୀ ଉମାଚରଣ ମଲ୍ଲିକଙ୍କୁ କ୍ଷିପ୍ର ନ୍ୟାୟିକ ମଞ୍ଚ. ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଛି. କନ୍ଧମାଳ ରୁ ବରୁଣ କୁମାର ସାହାଣୀ ଙ୍କ ରିପୋର୍ଟ. ନିର୍ଭୀକ ନିୟୁଜ...


0 Comments