ପ୍ରିନ୍ସିପାଲ ସେକ୍ରେଟାରୀଙ୍କ ଦଶପଲ୍ଲା ବ୍ଲକ ଗ୍ରସ୍ତ



ଦଶପଲ୍ଲା ୭/୮ ଆଜି ଓଡିଶା ସରକାରଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ସଂଜୀବ କୁମାର ମିଶ୍ର ଦଶପଲ୍ଲା ବ୍ଲକ ଗସ୍ତ କରି ବିଭିନ୍ନ ଅଂଚଳ ପରିଦର୍ଶନ କରିବା ସହ ବହୁ କାର୍ଯ୍ୟ ତଦାରଖ କରିଥିବା ଜଣାଯାଇଛି, ଖମାରସାହି ପାଣିପାଇପ ଯୋଗାଣ ବ୍ୟବସ୍ଥା,ପିଏମ ଶ୍ରୀ ରାଧାମାନଜୀଉ ନୋଡାଲ ଉଚ୍ଚ ବିଦ୍ୟାଳୟ, ଦଶପଲ୍ଲା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର, ଟାକେରା ପଞ୍ଚାୟତ ର ବୁଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ,ନାଛିପୁର ପଞ୍ଚାୟତର ପଥୁରିଆରେ ସୁଭଦ୍ରା ଯୋଜନ୍ନକୁ ନେଇ ବିସ୍ତାରିତ ଆଲୋଚନା,ଟାକେରା ରେ ବିଦ୍ୟୁତ୍ ବିଭାଗ ଗ୍ରୀଡ ପରିଦର୍ଶନ କରିବା ସହ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ, ତାଙ୍କ ର ଏହି ଗ୍ରସ୍ତ ସମୟରେ ନୟାଗଡ଼ ଜିଲାପାଳ , ଦଶପଲ୍ଲା ତହସିଲଦାର ସମେତ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ, ବିଭିନ୍ନ ସ୍ଥାନରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା,

Post a Comment

0 Comments