ରକ୍ଷାବନ୍ଧନ ଏବଂ ଗହ୍ମାଡିଆ ପର୍ବ

 


ଦଶପଲ୍ଲା ୯/୮( )ଶନିବାର ପବିତ୍ର ରକ୍ଷା ବନ୍ଧନ ଏବଂ ଗହ୍ମାଡିଆ ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି,ଏହି ଉପଲକ୍ଷେ ଆର ଏସ ଏସ ପକ୍ଷରୁ ବିଭିନ୍ନ ଅଂଚଳରେ କର୍ମୀ ବୁଲି ରାକ୍ଷୀ ବାନ୍ଧିଥିଲେ, ସେହିପରି ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରୀ ଛାତ୍ର ମାନେ ମଧ୍ୟ ଭୁଲି ରାକ୍ଷୀ ବାନ୍ଧିଥିଲେ, ସେହିପରି ଗହ୍ମାଡିଆ ପର୍ବ ମଧ୍ୟ ଆନନ୍ଦ ଉଲ୍ଲାସ ସହକାରେ ପାଳିତ ହୋଇଯାଇଛି,ମହାବୀର ସାହି ସମେତ ବିଭିନ୍ନ ଗ୍ରାମ ଏହି ଗହ୍ମାଡିଆ ଉତ୍ସଵ ମାନ ଅନୁଷ୍ଠିତ ହୋଇଥିଲା, ବ୍ଲକ ଛକ ନିକଟରେ ଥିବା ଜୟଗୁରୁ ଆଶ୍ରମ ରେ ରକ୍ଷାବନ୍ଧନ ଉତ୍ସବ ଦିନ ତମାମ ଅନୁଷ୍ଠିତ ହୋଇଥିଲା,ହୋମ ଯଜ୍ଞ,ନାମ ସଂକୀର୍ତ୍ତନ,ସହ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା,ବହୁ ଭକ୍ତଙ୍କ ସମାଗମ ହୋଇଥିଲା,


Post a Comment

0 Comments