ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସୋରଡ଼ା ଗ୍ରାମପଞ୍ଚୟତ ମଧ୍ୟରେ ଆଜି ଅଗ୍ନିଶମ ବିଭାଗ ଆନୁକୂଲ୍ୟରେ ମଗଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁସଦେବ ପ୍ରଧାନ ଓ ସମସ୍ତ ସହଶିକ୍ଷକ ଛାତ୍ର ଛାତ୍ରୀଙ୍କ ଉପସ୍ଥିତିରେ ଏହି ପ୍ରଶିକ୍ଷଣ ଶିବର ଅନିଷ୍ଠିତ ହୋଇଯାଇଛି.ଅଗ୍ନିଶମ ବିଭଗାର ସମସ୍ତ କର୍ମଚାରୀ ଯଥା ଅପୂର୍ବ ରଞ୍ଜନ ସାହୁ,ଆଭାସ ରଞ୍ଜନ ସାମଲ
ପ୍ରସନ୍ନ କୁମାର ଦଳେଇଅରୁଣ କୁମାର ସ୍ଵାଇଁ ସମସ୍ତ ଛାତ୍ର ଛାତ୍ରୀଙ୍କୁ ମାଗଡ୍ରିଲ ମାଧ୍ୟମରେ ପ୍ରାକୃତିକ ଦୁର୍ବିପାକ କିଭଳି ସୁରକ୍ଷିତ ରହିବା, ନିଆଁ ଲାଗିଲେ କିଭଳି ନିଜକୁ ସୁରକ୍ଷା ଦେବା ସହିତ ଧନଜୀବନ ସୁରକ୍ଷା ଦେଇପାରିବା, ରାସ୍ତାରେ ଦୃଘଟଣା କିଭଳି ସୁରକ୍ଷା ରହିପାରିବା, ଘରେ ଗ୍ୟାସ ବ୍ୟବହାର କରୁଥବା ସମୟରେ କିଭଳି ସୁରକ୍ଷା ଦେବା, ଗ୍ୟାସ ସିଲିଣ୍ଡର କିମ୍ୱା ନିଆଁ ଲାଗିଲେ କିଭଳି ସୁରକ୍ଷିତ ରହିପାରିବ ସେ ନେଇ ପ୍ରଶିକ୍ଷଣ ଦିଆ ଯାଇଥିଲା.
0 Comments