ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଜାତୀୟ ରାଜାପଥ ୫୭ ଉଠାଣି ସାହି ନିକଟରେ ଘଟିଛି ଦ୍ରୁଘଟଣା । ଏହି ଦ୍ରୁଘଟଣା ୩ ଜଣ ଗୁରୁତର ହୋଇ ଚିକିସଛିତ ହେଉଥିବାର ସୂଚନା ମିଳିଛି । ସୂଚନା ଥାଉକି ୨୫ /୬ /୨୦୨୫ ଦିବା ୯ ଘଟିକା ସମୟରେ ଦଶପଲା ଋ ନୟାଗଡ ଅଭିମୁଖେ ଯାଉଥିବା ଓଡ଼ ୦୩ ଏବି ୩୪୨୭ ଉଠାଣି ସାହି ନିକଟରେ ସ୍ତକଡରେ ଛିଡା ହୋଇଥିବା ୩ ଜଣ ବ୍ୟକ୍ତିଙ୍କୁ ଧକା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ଘଟଣା ସ୍ଥଳରେ ନୂଆଗାଁ ଅଗ୍ନିଶମ ବାହିନୀ ପହଞ୍ଚି ୩ ଜଣଙ୍କୁ ସବସ୍ତ୍ରହୟ କେନ୍ଦ୍ରକୁ ସ୍ଥାନ୍ତର କରାଯାଇଥିଲା । କାରଟିକୁ ନୂଆଗାଁ ପୋଲିସ ପିଚକରିଥିଲା । ଏହି କରଟି କହୁଟୁବନ୍ଧ ନିକଟରେ ପୋଲିସ ପିଚକରୁଥିବାର ଦେଖି ଡ୍ରାଇଭର କାର ଛାଡି ଚାଲି ଯାଇଥିଲା । ଏହି ଦ୍ରୁଘଟଣା ରେ ନୂଆଗାଁ ଅଞ୍ଚଳର ରବୀନ୍ଦ୍ର ମହାନ୍ତି ,ଲୁଣିସାର ଗ୍ରାମର ବିଭୁତି ଭୂଷଣ ନାୟକ ,ଅନାଦି ବାଘ ଗୁରୁତର ହୋଇଥିବାର ସୂଚନା ମିଳିଛି । ନୂଆଗାଁ ପୋଲିସ କାରକୁ ଜବତ କରି ଘଟଣାର ତଦନ୍ତ ଛାଇଅଛି ।
0 Comments