ଖବର ଆଜିର


ତାରିଖ:୨୭/୦୫/୨୫, ମଙ୍ଗଳବାର

 


୧-ସୁନ୍ଦରୀ ମୁଁ ତୁମ ସିନ୍ଦୁରରେ ...ମା' ସାବିତ୍ରୀଙ୍କୁ ମନାସି ବ୍ରତ ପାଳିଲେ ସଧବା, ସ୍ବାମୀଙ୍କ ଦୀର୍ଘାୟୁ କାମନା କଲେ।


୨-ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ତାଗିଦ୍, ଲୋକମାନଙ୍କ ଅଭିଯୋଗ, ସମସ୍ଯା ଦୂର ପାଇଁ ତତ୍ପରତା ଦେଖାନ୍ତୁ ଅଧିକାରୀ।


୩-ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା,ଆଜି ଠାରୁ ୩୦ ଯାଏ ହୋଇପାରେ ପ୍ରବଳରୁ ଅତି ବର୍ଷା।


୪-ଲାଞ୍ଜିଗଡ: ଘରେ ଛିଣ୍ଡି ରହିଥିବା ବିଦ୍ୟୁତ ତାର ସ୍ପର୍ଶରେ ଆସି ମା’ ଓ ପୁଅଙ୍କ ମୃତ୍ୟୁ।


୫-ରାଜ୍ୟରେ ବୃଦ୍ଧି ପାଉଥିବା ସାଇବର ଅପରାଧ ନିୟନ୍ତ୍ରଣ ତାଲିମ ନେବେ ସବୁ ବର୍ଗର ପୁଲିସ କର୍ମଚାରୀ।


୬-ପିପିଲି:ମହିଳା ଆରଆଇଙ୍କୁ ଅସଦାଚରଣ ଅଭିଯୋଗ, ଅତିରିକ୍ତ ତହସିଲଦାରଙ୍କ ନାଁରେ ମାମଲା ରୁଜୁ।


୭-ଶ୍ରୀମନ୍ଦିରରେ ଶୃଙ୍ଖଳିତ ରଥଯାତ୍ରା ଓ ନୀତି ନିର୍ଘଣ୍ଟକୁ ପ୍ରଶାସନିକ ବୈଠକରେ ମିଳିଲା ଅନୁମୋଦନ।


୮-ପୁରୀରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପୁଣି ଜାଗା ମାଗିଲେ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ।


୯-ରାଜସ୍ଥାନ ଜୟପୁରସ୍ଥିତ ଆପେକ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଚ୍ୟୁତ ସାମନ୍ତଙ୍କୁ ୬୬ତମ ସମ୍ମାନଜନକ ଡକ୍ଟରେଟ୍ ପ୍ରଦାନ।


୧୦-ଗଂଜାମ, ଗାଙ୍ଗପୁର ଲାଠିପଡ଼ା :ବାଇକ ଧକ୍କା,ସାବିତ୍ରୀରେ ଚାଲିଗଲା ସ୍ବାମୀଙ୍କ ଜୀବନ।ମୃତ ବ୍ୟକ୍ତିଙ୍କ ନାଁ ବିରଞ୍ଚି ସ୍ବାଇଁ।


୧୧-‘ଭାରତ ଫୋରକାଷ୍ଟ ସିଷ୍ଟମ’ର ଶୁଭାରମ୍ଭ, ଏଣିକି ପଞ୍ଚାୟତ ସ୍ତରରେ ହେବ ପାଣିପାଗର ପୂର୍ବାନୁମାନ।


୧୨-ରାଉରକେଲା:ଏନକାଉଣ୍ଟରରେ ଟଳିଲା ମାଓ କମାଣ୍ଡର, ମୁଣ୍ଡ ଉପରେ ଥିଲା ୫ ଲକ୍ଷ ଟଙ୍କା ପୁରସ୍କାର।


୧୩-ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ସମାରୋହ ଓ ରଥଯାତ୍ରାକୁ ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି।


୧୪-ନୂଆ ଦିଲ୍ଲୀ:୫ଗୁଣ ଦରମା ଆଶାରେ ବିଦେଶ ଯାଉଛନ୍ତି ନର୍ସ,ହଜାରେ ଲୋକରେ ଆବଶ୍ୟକ ତିନି ନର୍ସ।


୧୫-ପ୍ରିୟାଂଶ-ଇଂଲିଶଙ୍କ ଅର୍ଦ୍ଧଶତକ, କ୍ୱାଲିଫାୟର-୧ରେ ପହଞ୍ଚିଲା ପଞ୍ଜାବ; ମୁମ୍ୱାଇ ୭ ୱିକେଟରେ ପରାସ୍ତ।


୧୬-IPLରେ ବେଙ୍ଗାଳୁରୁ- ଲକ୍ଷ୍ନୌ ଶେଷ ଲିଗ୍ ମ୍ୟାଚ୍ ଆଜି।


୧୭-ନୂଆଦିଲ୍ଲୀ:ଡିଆରଡିଓ ଅଧ୍ୟକ୍ଷ ଡ. ସମୀର ଭି. କାମାତଙ୍କ କାର୍ଯ୍ୟକାଳ ବର୍ଷକ ପାଇଁ ବୃଦ୍ଧି।


୧୮-ଆସିଲା ‘ଅପରେସନ ସିନ୍ଦୂର’ ୱାର୍‌ ରୁମର ପ୍ରଥମ ଝଲକ; ପାକିସ୍ତାନ ଉପରେ ସେନାର ଆକ୍ରମଣକୁ ନିରୀକ୍ଷଣ କରିଥିଲେ ସିଡିଏସ ଓ ୩ ସେନା ମୁଖ୍ୟ।


୧୯-ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ୧୧ ବର୍ଷ ପୂରଣ କରିଛନ୍ତି।


୨୦-୧୦୭ବର୍ଷର ରେକର୍ଡ ଭାଙ୍ଗିଲା ମୁମ୍ବାଇ ବର୍ଷା: ବୁଡିଲା ରେଳ ଷ୍ଟେସନ,ଘରଦ୍ବାରା,ଦୋକାନ।


୨୧-UPI ୟୁଜରଙ୍କ ପାଇଁ ଜରୁରି ! ବାଲାନ୍ସ ଚେକ୍, ଅଟୋପେ ଓ ଟ୍ରାଞ୍ଜାକ୍ସନ ଷ୍ଟାସସ୍ ଉପରେ ଲାଗିବ ଲିମିଟ୍, ଜୁଲାଇ 31ରୁ ନୂଆ ନିୟମ।


୨୨-ଭାରତ ସହ ଦୃଢ ଭାବେ ଠିଆ ହୋଇଛି ମାଳଦ୍ୱୀପ , ମନ୍ତ୍ରୀ କହିଲେ – ଆତଙ୍କବାଦ ବିରୁଦ୍ଧ ଲଢେଇରେ ରହିଛି ପୂରା ସମର୍ଥନ।


Post a Comment

0 Comments