ନୂଆଗାଁ ବ୍ଲକର ୩ଟି ପଂଚାୟତ ମଧ୍ୟରେ ସୁଭଦ୍ରା ଯୋଜନା କୁ ନେଇ ପଥପ୍ରାନ୍ତ ସଭା

 



ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର ମହିପୁର ,ନୂଆଗାଁ ,କୋରଡ଼ା ପଂଚାୟତର ମହିତମା ଗ୍ରାମରେ  ମଧ୍ୟରେ ଆଜି ସୁଭଦ୍ରା ଯୋଜନା କୁ ନେଇ ପତଥାପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି ସୂଚନା ମୁତାବକ ଆଜି ସକାଳ ୯ ଘଟିକା ସମୟରେ ନୂଆଗାଁ ସଦର ମହାକୁମାରତେ ଥିବା ବାବା ବିରୂପକ୍ଷେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସୁଭଦ୍ରା ଯୋଜନା କୁ ନେଇ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି ଅଜିର ସଭାରେ ନୂଆଗାଁ ବ୍ଲକ ସିଡିପିୟ ସୁଭାକେଶୀ ମଲିକ ,ସଞ୍ଜୁଳତା କହ୍ନର ,ସୁବ୍ରତ ସାହୁ ,ଜିପିଡିୟ ଲାଲବହାଦୁର ରଞ୍ଜିତ ,ସୌମ୍ଯ ସତ୍ୟଜିତ  ମିଶ୍ର ,ମମତା ସାମନ୍ତରାୟ ,ମଞ୍ଜୁଶ୍ରୀ ପଣ୍ଡା ,ସବିତା ମଲିକ ,ଭବାନୀ ପ୍ରସାଦ ସାହୁ ,ମାନସି ସାହୁ ,ସୁଭଦ୍ରା ହିତାଧିକାରୀ ,ଏମବିକେ ,ଶିଆରପି  ଉପସ୍ଥିତିରେ ଏହି ସଭାଟି ଅନୁଷ୍ଠିତ ହୋଇଥିଲା


ସୁଭଦ୍ରା ସହାୟକ ରାଜେଶ କୁମାର ବିଶ୍ବାଳ ,ସର୍ବେଶ୍ଵର ଜେନା ମଧ୍ୟ ଉପସ୍ଥିତ ରହିଥିଲା  ଶିଶୁ ଓ ମହିଳା କଲ୍ୟାଣ  ବିଭାଗର ସମସ୍ତ କର୍ମଚାରୀ ସମେତ ଅଙ୍ଗନବାଡି  କର୍ମୀ ,ପାଚିକା ସହାଇକା  ବିଭିନ୍ନ ମହିଳା ଗୋଷ୍ଠୀର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ପ୍ରାରମ୍ଭରେ ପାଲା ମଧ୍ୟମରେ ସୁଭଦ୍ରା ଯୋଜନା ବିଷୟରେ ସଚେତନ କରାଯାଇଥିଲା ତତ ସହିତ ସମସ୍ତ ଉପସ୍ଥିତ ମହିଳା ଓ ବିଭାଗୀୟ କର୍ମଚାରୀଙ୍କର ଦସ୍ତଖସ୍ତ ଅଭିଯାନ ମାଧ୍ୟମରେ ସଚେତନ କରାଯାଇଥିଲା

Post a Comment

0 Comments