ଆଜି ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା ନୂଆଗାଁ ବ୍ଲକ ୧୦୯୯ ପରୀକ୍ଷାର୍ଥୀ ଦେଲେପରିକ୍ଷା ୧୨ ଅନୁପସ୍ଥିତ

 


ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମଧ୍ୟରେ ଆଜି ୮ ଟି ପରୀକ୍ଷା କେନ୍ଦ୍ରରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ସଠିକ ସମୟରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ ପରୀକ୍ଷା ଦେବାପାଇଁ ଉପସାସ୍ଥିତ ହୋଇଥିଲେ । ପରୀକ୍ଷା କେନ୍ଦ୍ରରେ କଡାକଡି ଯାଞ୍ଚ କରାଯାଇଥିଲା । ପରୀକ୍ଷାର୍ଥୀ ସଠିକ ସମୟରେ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ହୋଇଥିଲେ । ୯ ଘଟିକା  ସମୟରେ ପରୀକ୍ଷା ଆରମ୍ଭ ଆରମ୍ଭ ହୋଇଥିଲା । ସମସ୍ତ ପରୀକ୍ଷା କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହିତ ପରୀକ୍ଷା ହୋଇଥିଲା । ମିଳିଥିବା ସୂଚନା ମୁତାବକ -ଆଜି ପ୍ରଥମ ଭାଷା ଓଡିଆ ,ବଙ୍ଗଳା ,ଉର୍ଦୁ ,ହିନ୍ଦୀ ,ତେଲୁଗୁ ଭାଷାରେ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । 


ନୂଆଗାଁ ବ୍ଲକର ୮ ପରୀକ୍ଷା କେନ୍ଦ୍ରରେ ୧୧୧୧ ପରୀକ୍ଷାର୍ଥୀ ଦେବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା

୨୧/୦୨/୨୦୨୫ –ଆଜିର ପରୀକ୍ଷା ବିବରଣୀ

ପରୀକ୍ଷା କେନ୍ଦ୍ରରେ

ସ୍କୁଲ ସଂଖ୍ୟା

ସମୁଦାୟ ପରୀକ୍ଷାର୍ଥୀ

ଉପସ୍ଥାନ

ଅନୁପସ୍ଥିତ

ନୂଆଗାଁ ଉଚ୍ଚ ବିଦ୍ୟାଳୟ

୫

୨୪୯

୨୪୪

୫

ସରକାରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ,ମହିପୁର

୩

୧୪୩

୧୩୯

୪

ଜନଶକ୍ତି ଉଚ୍ଚ ବିଦ୍ୟାଳୟ ,ଚାହାଳି

୨

୧୫୨

୧୫୦

୨

ଜଗନ୍ନାଥପ୍ରସାଦ ଉଚ୍ଚ ବିଦ୍ୟାଳୟ

୪

୧୧୫

୧୧୫

୦

ଗତିସ୍ଵାର  ନୋଡ଼ାଲ  ଉଚ୍ଚ ବିଦ୍ୟାଳୟ, ମାଳିସାହୀ

୩

୧୨୬

୧୨୬

୦

 ପଂଚାୟତ  ଉଚ୍ଚ ବିଦ୍ୟାଳୟ, ବକଳବନ୍ଧ

୩

୧୦୬

୧୦୬

୦

ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବେରୁଆଁ ବାରି

୨

୧୦୩

୧୦୨

୧

ବାହାଡ଼ଝୋଲା ବାଳକ ଉଚ୍ଚ ବିଦ୍ୟାଳୟ

୪

୧୧୭

୧୧୭

୦

ସମୁଦାୟ-   ୨୬

୧୧୧୧

୧୦୯୯

୧୨

https://www.facebook.com/100084339372423/videos/9230189987027781/?mibextid=rS40aB7S9Ucbxw6v 




Post a Comment

0 Comments