ନୟାଗଡ ଜିଲ୍ଲାର ଚଳିତ ବର୍ଷର ପାଟ୍ରିକ ପରୀକ୍ଷା ୨୧ ଫେବ୍ରୁୟାରୀ ୨୦୨୫ ଆରମ୍ଭ ହେବାକୁ ଯାଉଛି । ମିଳିଥିବା ସୂଚନା ମୁତାବକ ୮ ବ୍ଲକର ୨୩୬ ପରୀକ୍ଷା କେନ୍ଦ୍ରରେ ୧୧୪୯୦ ପରୀକ୍ଷାର୍ଥୀ ଦେବେ ପରୀକ୍ଷା ।
AHSC Exam- 2025 TOTAL NUMBER OF SCHOOL :- 235
NUMBER OF REGULAR STUDENTS :- 11270
NUMBER OF EX-REGULAR STUDENTS :- 10
NUMBER OF CORRESPONDENCE COURSE (C.C) STUDENTS:- 1
TOTAL NUMBER OF STUDENTS:- 11281
TOTAL NUMBER OF AHSC CENTRES :- 74
TOTAL NUMBER OF SOSC CENTRES:- 01
TOTAL NUMBER OF EXAMINATION CENTRES:- 75
TOTAL NUMBER OF NODAL CENTRES:- 06 SOSC Exam- 2025
TOTAL NUMBER OF SOSC REGULAR STUDENTS :- 206
TOTAL NUMBER OF SOSC EX-REGULAR STUDENTS :- 03
TOTAL NUMBER OF SOSC STUDENTS :- 209 AHSC &SOSC Exam- 2025
TOTAL NUMBER OF AHSC & SOSC STUDENTS :- 11281+209= 11490
BLOCK-WISE EXAM. CENTRES OF NAYAGARH DISTRICT
Sl. No. Name of the Block Total Number of centers Total Number of Candidates Number of School
1 Bhapur 8 1090 24
Daspalla 9 1297 27
Gania 3 404 8
Khandapada 9 1288 28
Nayagarh 15 2321 40
(14 AHSC + 01 SOSC) (2112 AHSC + 209 SOSC) (39 AHSC + 1 SOSC) 6
Nuagaon 8 1111 26
Odagaon 11 1811 40
Ranpur 12 2168 43
Total 75 11490 236
ନୂଆଗାଁ ବ୍ଲକର ଚଳିତ ବର୍ଷ ୮ ପରୀକ୍ଷା କେନ୍ଦ୍ରରେ ୨୬ ଉଚ୍ଚ ବିଦ୍ୟାଳୟାୟର ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସୂଚନା ମୁତାବକ ନୂଆଗାଁ ବ୍ଲକ ମଧ୍ୟରେ ୨୬ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ରହିଛି । ଚଳିତ ବର୍ଷ ପରୀକ୍ଷା ପାଇଁ ୮ ପରୀକ୍ଷା କେନ୍ଦ୍ରରେ ୧୧୧୧ ଛାତ୍ର ଛାତ୍ରୀ ଦେବେ ପରୀକ୍ଷା। ।
ନୂଆଗାଁ
ବ୍ଲକର ୮ ପରୀକ୍ଷା କେନ୍ଦ୍ରରେ ୧୧୧୧ ପରୀକ୍ଷାର୍ଥୀ ଦେବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା
ପରୀକ୍ଷା କେନ୍ଦ୍ରରେ |
ସ୍କୁଲ ସଂଖ୍ୟା
|
ସମୁଦାୟ ପରୀକ୍ଷାର୍ଥୀ
|
ନୂଆଗାଁ ଉଚ୍ଚ
ବିଦ୍ୟାଳୟ |
୫ |
୨୪୯ |
ସରକାରୀ ଉଚ୍ଚ
ମାଧ୍ଯମିକ ବିଦ୍ୟାଳୟ ,ମହିପୁର |
୩ |
୧୪୩ |
ଜନଶକ୍ତି ଉଚ୍ଚ
ବିଦ୍ୟାଳୟ ,ଚାହାଳି |
୨ |
୧୫୨ |
ଜଗନ୍ନାଥପ୍ରସାଦ
ଉଚ୍ଚ ବିଦ୍ୟାଳୟ |
୪ |
୧୧୫ |
ଗତିସ୍ଵାର
ନୋଡ଼ାଲ ଉଚ୍ଚ ବିଦ୍ୟାଳୟ, ମଳିଶହୀ |
୩ |
୧୨୬ |
ପଂଚାୟତ ଉଚ୍ଚ ବିଦ୍ୟାଳୟ, ବକଳବନ୍ଧ |
୩ |
୧୦୬ |
ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବେରୁଆଁ ବାରି |
୨ |
୧୦୩ |
ବାହାଡ଼ଝୋଲା
ବାଳକ ଉଚ୍ଚ ବିଦ୍ୟାଳୟ |
୪ |
୧୧୭ |
ସମୁଦାୟ- ୨୬ |
୧୧୧୧ |
ପ୍ରତୀକ୍ଷା ୱେବ ମିଡ଼ିଆ & KENSOFT COMPUTER
EDUCATION,NUAGAON
Contact-9778782916
0 Comments