ନୟାଗଡ଼ ଜିଲ୍ଲା ନୂଆଗାଁ
ବ୍ଲକ୍ ପରିସରରେ ଥିବା ରାଜୀବଗାନ୍ଧି ସଦଭାବନା ଗୃହରେ ନୟାଗଡ
ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ସମେତ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ
ଅଧିକାରୀ ଦେବଦତ୍ତ ପଣ୍ତା, ଏସଡିପିଓ
ସୁଦର୍ଶନ ଗଙ୍ଗାଇ, ନୂଆଗାଁ
ବ୍ଳକ ଉପାଧ୍ୟକ୍ଷ ପର୍ଶୁରାମ ସ୍ଵାଇଁ, ବିଡିଓ
ଡ଼ ଅମୃତ କୁମାର ରାଉଳ, ତହସିଲଦାର
ହେମନ୍ତ କୁମାର ନାୟକଙ୍କ ସମେତ ବହୁ ଜିଲ୍ଲା ଏବଂ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।, ଉକ୍ତ ଅଭିଯୋଗ ପ୍ରକୋଷ୍ଟ୍ରେ ରେ ମୋଟ ୫୬ ଟି ଆପତ୍ତି ଅଭିଯୋଗ ଆସିଥିଲା। ସେଥି ମଧ୍ୟରେ ୪୨ ଟି
ଅଭିଯୋଗ ବ୍ୟକ୍ତିଗତ ଥିବା ବେଳେ ୧୬ ଟି ଅଭିଯୋଗ ଗ୍ରାମ୍ୟ ସମସ୍ୟା ୧୨ ଗୋଟି ଅଭିଯୋଗ ,୦୨ ଟି ମୁଖ୍ୟମନ୍ତ୍ରୀ
ରିଲିଫ ପାଣ୍ଠି ଆଧାରିତ ଥିଲା , ରେଡ଼କ୍ରସ ରୁ 0 ଜଣ
ଅଭିଯୋଗ କରିଥିଲା ବେଳେ ସେଥି ମଧ୍ୟରୁ ୦୪ ତୁରନ୍ତ ସମାଧାନ ହୋଇଥିଲା
0 Comments